Kalia Thakura Mo Odia Song Lyrics In Odia Font

ODIA SONG LYRICS

କାଳିଆ ଠାକୁର ମୋ କାଳିଆ ଠାକୁର

Kalia Thakura Mo Kalia Thakura Odia Song Lyrics In Odia Language

କାଳିଆ ଠାକୁର ମୋ କାଳିଆ ଠାକୁର
କାଳିଆ ଠାକୁର ମୋ କାଳିଆ ଠାକୁର
ତୋ ବିନୁ ଆନଗତି ନାହିଁରେ ମୋହର
ତୋ ବିନୁ ଆନଗତି ନାହିଁ
ମୋ କାଳିଆ.....
ତୋ ବିନୁ ଆନଗତି ନାହିଁ
କାଳିଆ ଠାକୁର ମୋ କାଳିଆ ଠାକୁର
କାଳିଆ ଠାକୁର ମୋ କାଳିଆ ଠାକୁର
((((( ଜୟ ଜୟ ନାଥ ହରେ
ଜୟ ଜଗନ୍ନାଥ ହରେ
ଜୟ ଜୟ ନାଥ ହରେ
ଜୟ ଜଗନ୍ନାଥ ହରେ ))))



ଏ ସାରା ଦୁନିଆ ଭଲ ଲାଗୁନାହିଁ
ଆସିଛି ତୋତେ ମୁଁ ଦେଖି
ଏ ସାରା ଦୁନିଆ ଭଲ ଲାଗୁନାହିଁ
ଆସିଛି ତୋତେ ମୁଁ ଦେଖି
ସକଳ ତୀର୍ଥ ତୋହରି ଚରଣେ
ଆହେ ମୋର ଚକାଆଖି
ତୋ ଛନ୍ଦା ଚରଣେ.....
ବାନ୍ଧି ଦେ କାଳିଆ
ତୋ ଛନ୍ଦା ଚରଣେ
ବାନ୍ଧି ଦେ କାଳିଆ
ଦୁଃଖୀ ଜୀବନକୁ ମୋର
ଦୁଃଖୀ ଜୀବନକୁ ମୋର
ମୋ କାଳିଆ.....
ତୋ ବିନୁ ଆନଗତି ନାହିଁ
କାଳିଆ ଠାକୁର ମୋ କାଳିଆ ଠାକୁର
କାଳିଆ ଠାକୁର ମୋ କାଳିଆ ଠାକୁର
((((( ଜୟ ଜୟ ନାଥ ହରେ
ଜୟ ଜଗନ୍ନାଥ ହରେ
ଜୟ ଜୟ ନାଥ ହରେ
ଜୟ ଜଗନ୍ନାଥ ହରେ ))))



ଡୋରି ଲଗାଇ ତୁ ଆଣିଛୁ କାଳିଆ
ଯିବିନି ଆଉ ମୁଁ କାହିଁ
ଡୋରି ଲଗାଇ ତୁ ଆଣିଛୁ କାଳିଆ
ଯିବିନି ଆଉ ମୁଁ କାହିଁ
ଭୁଜ ତଳେ ତୋର ନାମ ଭଜୁଥିବି
ଭକ୍ତିର ଅଞ୍ଜଳି ଦେଇ
ଜୀବନର ସେର....
ପୁରିଗଲା ବେଳେ
ଜୀବନର ସେର ପୁରିଗଲା ବେଳେ
ରଖିବୁ ବୈକୁଣ୍ଠେ ତୋର
ରଖିବୁ ବୈକୁଣ୍ଠେ ତୋର
ମୋ କାଳିଆ.....
ତୋ ବିନୁ ଆନଗତି ନାହିଁ

କାଳିଆ ଠାକୁର ମୋ କାଳିଆ ଠାକୁର
କାଳିଆ ଠାକୁର ମୋ କାଳିଆ ଠାକୁର
ତୋ ବିନୁ ଆନଗତି ନାହିଁରେ ମୋହର
ତୋ ବିନୁ ଆନଗତି ନାହିଁ
ମୋ କାଳିଆ.....
ତୋ ବିନୁ ଆନଗତି ନାହିଁ
କାଳିଆ ଠାକୁର ମୋ କାଳିଆ ଠାକୁର
କାଳିଆ ଠାକୁର ମୋ କାଳିଆ ଠାକୁର
((((( ଜୟ ଜୟ ନାଥ ହରେ
ଜୟ ଜଗନ୍ନାଥ ହରେ
ଜୟ ଜୟ ନାଥ ହରେ
ଜୟ ଜଗନ୍ନାଥ ହରେ
ଜୟ ଜୟ ନାଥ ହରେ
ଜୟ ଜଗନ୍ନାଥ ହରେ ))))


Kalia Thakura Mo Kalia Thakura Odia Song Lyrics In Odia Font



Thank You


Comments