Radha Pacharile Odia Song Lyrics In Odia Font

ODIA SONG LYRICS

ରାଧା ପଚାରିଲେ କହରେ ମୁରଲୀ
ମୋ ନାମ କାହିଁକି ଗାଉ



Radha Pacharile Kahare Murali Odia Song Lyrics In Odia Font

ରାଧା ପଚାରିଲେ କହରେ ମୁରଲୀ
ମୋ ନାମ କାହିଁକି ଗାଉ
ମୋ ନାମ କାହିଁକି ଗାଉ
ରାଧା ପଚାରିଲେ କହରେ ମୁରଲୀ
ମୋ ନାମ କାହିଁକି ଗାଉ
ମୋ ନାମ କାହିଁକି ଗାଉ
ଗୋପ ନାଗରୀରେ.....
ଗୋପ ନାଗରୀ....ରେ
ଗୋପ ନାଗରୀରେ ସୁନ୍ଦରୀ ପଣରେ
ଏତେ ନାରୀ ଥାଉ ଥାଉ
ମୋ ନାମ କାହିଁକି ଗାଉ
ରେ ମୁରଲୀ ମୋ ନାମ କାହିଁକି ଗାଉ
ମୋ ନାମ କାହିଁକି ଗାଉ


ମୁରଲୀ କହୁଚି ଶୁଣ ଗୋ ରାଧିକା
ମୁରଲୀ କହୁଚି ଶୁଣ ଗୋ ରାଧିକା
ଦୁନିଆରେ ଏକା ରାଧା ପରି ରାଧା
ମୁରଲୀ କହୁଚି ଶୁଣ ଗୋ ରାଧିକା
ରାଧା ବିନା ଶ୍ୟାମ ଲାଗେ ଏକା ଏକା
ତା ପାଇଁ କଦମ୍ବ ଫୁଲ
ତା ପାଇଁ ଯମୁନା ଜଳ
ତା ପାଇଁ କଦମ୍ବ ଫୁଲ
ତା ପାଇଁ ଯମୁନା ଜଳ
ତା ପାଇଁ କେଳି କୁଞ୍ଜ କୋଇଲି କୁହୁ
ମୋ ନାମ କାହିଁକି ଗାଉ
ରେ ମୁରଲୀ ମୋ ନାମ କାହିଁକି ଗାଉ
ମୋ ନାମ କାହିଁକି ଗାଉ


କହେଁଇ ପ୍ରେମରେ ଗୋପିଏ ପାଗଳ
କହେଁଇ ପ୍ରେମରେ ଗୋପିଏ ପାଗଳ
ରାଧିକା ପାଇଁକି କହେଁଇ ପାଗଳ
ରାଧିକା ପ୍ରେମ ତ ଏମିତି ସାଗର
ସେ ପ୍ରେମରେ ବନ୍ଧା ଏ ସାରା ସଂସାର
ରାଧା ପ୍ରେମ ମହା ଭାବ
ରାଧା ପ୍ରେମ କେ ବୁଝିବ
ରାଧା ପ୍ରେମ ମହା ଭାବ
ରାଧା ପ୍ରେମ କେ ବୁଝିବ
ରାଧା ପ୍ରେମ ପରି ପ୍ରେମ ନାହିଁରେ ଆଉ
ମୋ ନାମ କାହିଁକି ଗାଉ
ରେ ମୁରଲୀ ମୋ ନାମ କାହିଁକି ଗାଉ
ମୋ ନାମ କାହିଁକି ଗାଉ

ରାଧା ପଚାରିଲେ କହରେ ମୁରଲୀ
ମୋ ନାମ କାହିଁକି ଗାଉ
ମୋ ନାମ କାହିଁକି ଗାଉ
ଗୋପ ନାଗରୀରେ.....
ଗୋପ ନାଗରୀରେ ସୁନ୍ଦରୀ ପଣରେ
ଏତେ ନାରୀ ଥାଉ ଥାଉ
ମୋ ନାମ କାହିଁକି ଗାଉ
ରେ ମୁରଲୀ ମୋ ନାମ କାହିଁକି ଗାଉ
ମୋ ନାମ କାହିଁକି ଗାଉ
ମୋ ନାମ କାହିଁକି ଗାଉ
ମୋ ନାମ କାହିଁକି ଗାଉ



Gopa Nagarire Sundari Panare Odia Song Lyrics In Odia Font



Thank You

Comments