A Kemiti Prema Odia Song Lyrics In Odia Font

ODIA SONG LYRICS

ଏ କେମିତି ପ୍ରେମ
ଟିକେ ବିରହରେ ଅନେକ କଷ୍ଟ

A Kemiti Prema Tike Birahare Odia Song Lyrics In Odia Language

ଏ କେମିତି ପ୍ରେମ
ଏ କେମିତି ପ୍ରେମ
ଏ କେମିତି ପ୍ରେମ
ଟିକେ ବିରହରେ ଅନେକ କଷ୍ଟ
ଏ କେମିତି ଲୁହ
ଏ କେମିତି ଲୁହ
ଝରାଉଚି ଆଖି ପିଉଚି ଓଠ
ଟିକେ ବିରହରେ ଅନେକ କଷ୍ଟ



କେବେ ଏ ହୃଦୟ ତୋଳିଦିଏ ବସା
ମନର ଚଢେଇ ପାଇଁ
ହେଲେ ସେ ଚଢେଇ ଏମିତି ଚଗଲା
ବସା ଘରେ ରହେ ନାହିଁ
ହୋ କେବେ ଏ ହୃଦୟ ତୋଳିଦିଏ ବସା
ମନର ଚଢେଇ ପାଇଁ
ହେଲେ ସେ ଚଢେଇ ଏମିତି ଚଗଲା
ବସା ଘରେ ରହେ ନାହିଁ
ଏ କେମିତି ଫୁଲ
ଏ କେମିତି ଫୁଲ
ଥରେ ଛୁଇଁ ଦେଲେ ମହକ ନଷ୍ଟ
ଟିକେ ବିରହରେ ଅନେକ କଷ୍ଟ



କେବେ ତ ଆଖିରେ ଘରଟିଏ ତୋଳେ
ଅସରା ଶ୍ରାବଣ ଲୁହ
ହେଲେ ସେ ଲୁହର ମାନେ ତ ବୁଝେନା
ପରଦେଶୀ ସୁନା ଝିଅ
କେବେ ତ ଆଖିରେ ଘରଟିଏ ତୋଳେ
ଅସରା ଶ୍ରାବଣ ଲୁହ
ହେଲେ ସେ ଲୁହର ମାନେ ତ ବୁଝେନା
ପରଦେଶୀ ସୁନା ଝିଅ
ଏ କେମିତି ମହୁ 
ଏ କେମିତି ମହୁ
ଥରେ ଚାଖି ଦେଲେ ଭଅଁର ଦୃଷ୍ଟ
ଏ କେମିତି ପ୍ରେମ
ଏ କେମିତି ପ୍ରେମ
ଟିକେ ବିରହରେ ଅନେକ କଷ୍ଟ
ଟିକେ ବିରହରେ ଅନେକ କଷ୍ଟ



A Kemiti Prema Tike Birahare Odia Song Lyrics In Odia Font


Thank You

Comments