Bhuli Mu Paruni Mora Odia Song Lyrics In Odia Font

ODIA SONG LYRICS

ଭୁଲି ମୁଁ ପାରୁନି ମୋର ପ୍ରଥମ ପ୍ରେମକୁ
କେମିତି ପାଇବି ଭଲ ଆଉ ମୁଁ କାହାକୁ

Bhuli Mu Paruni Mora Odia Song Lyrics In Odia Language

ଭୁଲି ମୁଁ ପାରୁନି ମୋର ପ୍ରଥମ ପ୍ରେମକୁ
ଭୁଲି ମୁଁ ପାରୁନି ମୋର ପ୍ରଥମ ପ୍ରେମକୁ
କେମିତି ପାଇବି ଭଲ ଆଉ ମୁଁ କାହାକୁ
କେମିତି ପାଇବି ଭଲ ଆଉ ମୁଁ କାହାକୁ
ବୁଝେଇ ପାରୁନି ମୋର ଅବୁଝା ମନକୁ
ବୁଝେଇ ପାରୁନି ମୋର ଅବୁଝା ମନକୁ
କେମିତି ଦେବି ଏ ମନ ଆଉ ମୁଁ କାହାକୁ
କେମିତି ଦେବି ଏ ମନ ଆଉ ମୁଁ କାହାକୁ


କଲ ବଲ କରେ ମତେ ସେ ଅଭୁଲା ସ୍ମୃତି
ଅଭୁଲା ସେ ଦିନ ଆଉ ଅଭୁଲା ସେ ରାତି
ହଁ ଛଟପଟ କରେ ମତେ ସେ ପ୍ରଥମ ଛୁଆଁ
ଆଜି ପୁଣି ଛାତି ତଳେ ଲଗାଏ ସେ ନିଆଁ
ଜଳେଇ ପାରୁନି ମୋର ପ୍ରଥମ ଚିଠିକୁ
ଜଳେଇ ପାରୁନି ମୋର ପ୍ରଥମ ଚିଠିକୁ
କେମିତି ଲେଖିବି ଚିଠି ଆଉ ମୁଁ କାହାକୁ
କେମିତି ଲେଖିବି ଚିଠି ଆଉ ମୁଁ କାହାକୁ


ସବୁଠାରୁ ମିଠା ଥିଲା ସେ ପ୍ରଥମ ଦେଖା
ଆଜି ପୁଣି ସବୁ ଥାଇ ଲାଗେ କାଇଁ ଏକା
ହୁଁ ପ୍ରଥମ ବର୍ଷାରେ ହେଲା ମୋ ହୃଦୟ ଓଦା
ଆଜିବି ଲାଗୁଚି ପୁଣି ଓଦା ଅଧା ଅଧା
ହଜେଇ ପାରୁନି ମୋର ପ୍ରଥମ ସ୍ବପ୍ନକୁ
ହଜେଇ ପାରୁନି ମୋର ପ୍ରଥମ ସ୍ବପ୍ନକୁ
କେମିତି ଦେଖିବି ସ୍ବପ୍ନ ଆଉ ମୁଁ କାହାକୁ
କେମିତି ଦେଖିବି ସ୍ବପ୍ନ ଆଉ ମୁଁ କାହାକୁ

ଭୁଲି ମୁଁ ପାରୁନି ମୋର ପ୍ରଥମ ପ୍ରେମକୁ
ଭୁଲି ମୁଁ ପାରୁନି ମୋର ପ୍ରଥମ ପ୍ରେମକୁ
କେମିତି ପାଇବି ଭଲ ଆଉ ମୁଁ କାହାକୁ
କେମିତି ପାଇବି ଭଲ ଆଉ ମୁଁ କାହାକୁ
ବୁଝେଇ ପାରୁନି ମୋର ଅବୁଝା ମନକୁ
ବୁଝେଇ ପାରୁନି ମୋର ଅବୁଝା ମନକୁ
କେମିତି ଦେବି ଏ ମନ ଆଉ ମୁଁ କାହାକୁ
କେମିତି ଦେବି ଏ ମନ ଆଉ ମୁଁ କାହାକୁ

Bhuli Mu Paruni Mora Odia Song Lyrics In Odia Font


Thank You

Comments