Priya Mora Kahuchi Ta Odia Song Lyrics In Odia Font

ODIA SONG LYRICS

ପ୍ରିୟା ମୋର କହୁଚି ତା
ବର ଖୋଜା ସରିଚି

Priya Mora Kahuchi Ta Odia Song Lyrics In Odia Language

ପ୍ରିୟା ମୋର କହୁଚି ତା
ବର ଖୋଜା ସରିଚି 
ପ୍ରିୟା ମୋର କହୁଚି ତା
ବର ଖୋଜା ସରିଚି
ସିଏ କାଳେ ମୋର ନୁହଁ
ରେ ହୃଦୟ ମୁଁ କଣ କରିବି କହ
ରେ ହୃଦୟ ମୁଁ କଣ କରିବି କହ
ପ୍ରିୟା ମୋର କହୁଚି ତା
ମୁଦି ପିନ୍ଧା ସରିଚି 
ପ୍ରିୟା ମୋର କହୁଚି ତା
ମୁଦି ପିନ୍ଧା ସରିଚି
ସିଏ କାଳେ ମୋର ନୁହଁ
ରେ ହୃଦୟ ମୁଁ କଣ କରିବି କହ
ରେ ହୃଦୟ ମୁଁ କଣ କରିବି କହ



ତା ବାହାଘରକୁ କହ ଯିବିକି ନାହିଁ
ଉପହାର ତାକୁ କିଛି ଦେବିକି ନାହିଁ
ହଁ ତା ବାହାଘରକୁ କହ ଯିବିକି ନାହିଁ
ଉପହାର ତାକୁ କିଛି ଦେବିକି ନାହିଁ
କେମିତି ମୁଁ ଜଣେଇବି ଅଭିନନ୍ଦନ
ଏ କଥା ଭାବିଲେ ଆଖି ହୁଏ ଶ୍ରାବଣ
ପ୍ରିୟା ମୋର କହୁଚି ତା
ବେଦି ବନ୍ଧା ସରିଚି
ପ୍ରିୟା ମୋର କହୁଚି ତା
ବେଦି ବନ୍ଧା ସରିଚି
ମୁଁ କାଳେ ତାର ନୁହଁ
ରେ ହୃଦୟ ମୁଁ କଣ କରିବି କହ
ରେ ହୃଦୟ ମୁଁ କଣ କରିବି କହ



ମୁଁ କାହିଁକି ମନ ଦେଲି ହୃଦୟ ଦେଲି
ପ୍ରେମରେ ପଡି ମୁଁ ଆଜି ନାଚାର ହେଲି
ହୋ ମୁଁ କାହିଁକି ମନ ଦେଲି ହୃଦୟ ଦେଲି
ପ୍ରେମରେ ପଡି ମୁଁ ଆଜି ନାଚାର ହେଲି
କେମିତି ଦେଖିବି ତାକୁ ବଧୂ ବେଶରେ
ତା ବର ଆସିବ କାଲି ରାତି ପାହିଲେ
ପ୍ରିୟା ମୋର କହୁଚି ତା
ଶଙ୍ଖା କିଣା ସରିଚି
ପ୍ରିୟା ମୋର କହୁଚି ତା
ଶଙ୍ଖା କିଣା ସରିଚି
ମୁଁ କାଳେ ତାର ନୁହଁ
ରେ ହୃଦୟ ମୁଁ କଣ କରିବି କହ
ରେ ହୃଦୟ ମୁଁ କଣ କରିବି କହ
ରେ ହୃଦୟ ମୁଁ କଣ କରିବି କହ
ରେ ହୃଦୟ ମୁଁ କଣ କରିବି କହ



Priya Mora Kahuchi Ta Odia Song Lyrics In Odia Font


Thank You

Comments