Tu Chalijibu Jadi Priya Odia Song Lyrics In Odia Font

ODIA SONG LYRICS

ତୁ ଚାଲିଯିବୁ ଜଦି ପ୍ରିୟା ଚାଲିଯା
ଗଲା ବେଳେ ମତେ ବିଷ ଦେଇଯା

Tu Chalijibu Jadi Priya Odia Song Lyrics In Odia Language

ତୁ ଚାଲିଯିବୁ ଜଦି ପ୍ରିୟା ଚାଲିଯା
ଗଲା ବେଳେ ମତେ ବିଷ ଦେଇଯା
ତୁ ଭୁଲିଯିବୁ ଜଦି ପ୍ରିୟା ଭୁଲିଯା
ଗଲା ବେଳେ ମତେ ବିଷ ଦେଇଯା
ଜୀବନରେ ଜଦି ତୋର ପ୍ରେମ ନାହିଁ
ଏକା ଏକା ବଞ୍ଚିବାର ମାନେ ନାହିଁ
ଏଇ ମୋର ଶେଷ ଇଛା ଥରେ ଶୁଣିଯା
ଗଲା ବେଳେ ମତେ ବିଷ ଦେଇଯା
ତୁ ଚାଲିଯିବୁ ଜଦି ପ୍ରିୟା ଚାଲିଯା
ଗଲା ବେଳେ ମତେ ବିଷ ଦେଇଯା
ଗଲା ବେଳେ ମତେ ବିଷ ଦେଇଯା



କଥା ତୋର ମିଛ ଆଉ ପ୍ରେମ ତୋ ଛଳନା
ଖେଳିବାକୁ ପାଇଗଲୁ ମୋ ପରି ଖେଳଣା
ଏଇ ମୋର ମନ ସିନା କାଚର ଆଇନା
ଭାଙ୍ଗିବାକୁ ପାଇଗଲୁ ଆଜି ତୁ ବାହାନା
ଦୁନିଆକୁ ଆସିଥିଲି ତୋ ପାଇଁ
ତୋ ମନରେ ଜଦି ମୋର ଜାଗା ନାହିଁ
ନିଜ ହାତେ ଜୁଇ ମୋର ଜାଳି ଦେଇଯା
ଗଲା ବେଳେ ମତେ ବିଷ ଦେଇଯା
ତୁ ଚାଲିଯିବୁ ଜଦି ପ୍ରିୟା ଚାଲିଯା
ଗଲା ବେଳେ ମତେ ବିଷ ଦେଇଯା
ଗଲା ବେଳେ ମତେ ବିଷ ଦେଇଯା



ତୋ ପ୍ରେମରେ ମରୁଚି ଲୋ ପ୍ରିୟା ସବୁ ଦିନ
ଦିନେ ମତେ ମାରିଦେ ଲୋ ତତେ ମୋ ରାଣ
ତୋ ଦୁଆରେ ବନ୍ଧା ହବ ବେଦି ଯୋଉ ଦିନ
ମତେ ଦବୁ ସମାଧି ଲୋ ପ୍ରିୟା ସେଇ ଦିନ
ପ୍ରେମ ତୋର ଜଦି ଆଉ କାହା ପାଇଁ
ଭୁଲ ହେଇଗଲା ତତେ ଭଲ ପାଇ
ଭଲ ପାଇବାର ସଜା ମତେ ଦେଇଯା
ଗଲା ବେଳେ ମତେ ବିଷ ଦେଇଯା

ତୁ ଚାଲିଯିବୁ ଜଦି ପ୍ରିୟା ଚାଲିଯା
ଗଲା ବେଳେ ମତେ ବିଷ ଦେଇଯା
ତୁ ଭୁଲିଯିବୁ ଜଦି ପ୍ରିୟା ଭୁଲିଯା
ଗଲା ବେଳେ ମତେ ବିଷ ଦେଇଯା
ଜୀବନରେ ଜଦି ତୋର ପ୍ରେମ ନାହିଁ
ଏକା ଏକା ବଞ୍ଚିବାର ମାନେ ନାହିଁ
ଏଇ ମୋର ଶେଷ ଇଛା ଥରେ ଶୁଣିଯା
ଗଲା ବେଳେ ମତେ ବିଷ ଦେଇଯା
ତୁ ଚାଲିଯିବୁ ଜଦି ପ୍ରିୟା ଚାଲିଯା
ଗଲା ବେଳେ ମତେ ବିଷ ଦେଇଯା
ଗଲା ବେଳେ ମତେ ବିଷ ଦେଇଯା
ଗଲା ବେଳେ ମତେ ବିଷ ଦେଇଯା
ଗଲା ବେଳେ ମତେ ବିଷ ଦେଇଯା



Tu Chalijibu Jadi Priya Odia Song Lyrics In Odia Font


Thank You

Comments