Alo Natuni Mate Dakuchhi Odia Song Lyrics In Odia Font

ODIA SONG LYRICS

ଆଲୋ ନାତୁଣୀ ମତେ ଡାକୁଛି ସରଧା ବାଲି
ବେଗି ଚାଲିଆ ତୋର ପାଦ ନଚେଇବୁ କାଲି

Alo Natuni Mate Dakuchhi Saradha Bali Odia Song Lyrics In Odia Language

ଆଲୋ ନାତୁଣୀ ମତେ ଡାକୁଛି ସରଧା ବାଲି
ବେଗି ଚାଲିଆ ତୋର ପାଦ ନଚେଇବୁ କାଲି
ଆଲୋ ନାତୁଣୀ ମତେ ଡାକୁଛି ସରଧା ବାଲି
ବେଗି ଚାଲିଆ ତୋର ପାଦ ନଚେଇବୁ କାଲି
ସରଧା ବାଲିରୁ ମୁଠେ ଦେହେ ବୋଳି ହେବା
ତାପରେ କଳା ଜହ୍ନକୁ ଦର୍ଶନ କରିବା
ଆଲୋ ନାତୁଣୀ ମତେ ଡାକୁଛି ସରଧା ବାଲି
ବେଗି ଚାଲିଆ ତୋର ପାଦ ନଚେଇବୁ କାଲି



କଇଁ ଫୁଲିଆ ବେଶ ତାର କଦମ୍ବ ଫୁଲିଆ ହସ
ଅଙ୍ଗରୁ ଝରଇ ମିଠା କସ୍ତୁରୀ ଚନ୍ଦନ ବାସ
କଇଁ ଫୁଲିଆ ବେଶ ତାର କଦମ୍ବ ଫୁଲିଆ ହସ
ଅଙ୍ଗରୁ ଝରଇ ମିଠା କସ୍ତୁରୀ ଚନ୍ଦନ ବାସ
ଆଖି ପାଏ ନାହିଁ ପୁଣି ହାତ ପାଏ ନାହିଁ
ଆଖି ପାଏ ନାହିଁ ପୁଣି ହାତ ପାଏ ନାହିଁ
ଆକାଶେ ଛୁଇଁଚି ତାର ଦେଉଳ ଦେଖିବା
ଆଲୋ ନାତୁଣୀ ମତେ ଡାକୁଛି ସରଧା ବାଲି
ବେଗି ଚାଲିଆ ତୋର ପାଦ ନଚେଇବୁ କାଲି



ଚକା ଡୋଳିଆ ନଟବର ରସିକ ନାଗର ମଣି
ପ୍ରେମର ଡୋରିରେ ବାନ୍ଧି ମନକୁ ନିଏସେ କିଣି
ଚକା ଡୋଳିଆ ନଟବର ରସିକ ନାଗର ମଣି
ପ୍ରେମର ଡୋରିରେ ବାନ୍ଧି ମନକୁ ନିଏସେ କିଣି
କାଳିଆର ବଡଦାଣ୍ଡ ଧରମର ଦାଣ୍ଡ
କାଳିଆର ବଡଦାଣ୍ଡ ଧରମର ଦାଣ୍ଡ
ଭକତ ମେଳରେ ମିଶି ଧୂଳିରେ ଗଡ଼ିବା
ଆଲୋ ନାତୁଣୀ ମତେ ଡାକୁଛି ସରଧା ବାଲି
ବେଗି ଚାଲିଆ ତୋର ପାଦ ନଚେଇବୁ କାଲି

ଆଲୋ ନାତୁଣୀ ମତେ ଡାକୁଛି ସରଧା ବାଲି
ବେଗି ଚାଲିଆ ତୋର ପାଦ ନଚେଇବୁ କାଲି
ସରଧା ବାଲିରୁ ମୁଠେ ଦେହେ ବୋଳି ହେବା
ତାପରେ କଳା ଜହ୍ନକୁ ଦର୍ଶନ କରିବା
ଆଲୋ ନାତୁଣୀ ମତେ ଡାକୁଛି ସରଧା ବାଲି
ବେଗି ଚାଲିଆ ତୋର ପାଦ ନଚେଇବୁ କାଲି
ଆଲୋ ନାତୁଣୀ ମତେ ଡାକୁଛି ସରଧା ବାଲି
ବେଗି ଚାଲିଆ ତୋର ପାଦ ନଚେଇବୁ କାଲି


Alo Natuni Mate Dakuchhi Saradha Bali Odia Song Lyrics In Odia Font


Thank You

Comments