Barasaka Bara Masa Loo Odia Song Lyrics In Odia Font

ODIA SONG LYRICS

ବରଷକ ବାର ମାସ ଲୋ ବଉଳ
ଦେଖ ନୂଆ ନୂଆ ବେଶ

Barasaka Bara Masa Lo Baula Odia Song Lyrics In Odia Font

ବରଷକ ବାର ମାସ ଲୋ ବଉଳ
ବରଷକ ବାର ମାସ ଲୋ ବଉଳ
ଦେଖ ନୂଆ ନୂଆ ବେଶ
ବରଷକ ବାର ମାସ ଲୋ ବଉଳ
ଦେଖ ନୂଆ ନୂଆ ବେଶ
ଲୋ ବଉଳ
ଦେଖ ନୂଆ ନୂଆ ବେଶ


ଜ୍ୟାଷ୍ଠ ପୁର୍ଣିମାରେ ସ୍ନାନ ମଣ୍ଡପରେ
କି ସୁନ୍ଦର ଆଦି ବେଶ
ଆଷାଢ଼ ମାସରେ ଅମାବାସ୍ୟା ଦିନ
ନବ ଯଉବନ ବେଶ
ଶୁକ୍ଳ ଏକାଦଶୀ ଆଷାଢ଼େ ଦେଖ ଲୋ
ଶୁକ୍ଳ ଏକାଦଶୀ ଆଷାଢ଼େ ଦେଖ ଲୋ
ମନ ଲୋଭ ସୁନା ବେଶ
ଶ୍ରାବଣ ମାସରେ ଶୁକ୍ଳ ଦଶମୀରୁ
ଦେଖ ଲୋ ଝୁଲଣ ବେଶ
ଓ...ବରଷକ ବାର ମାସ ଲୋ ବଉଳ
ଦେଖ ନୂଆ ନୂଆ ବେଶ
ଲୋ ବଉଳ
ଦେଖ ନୂଆ ନୂଆ ବେଶ


ଭୋଦୁଅ ଦଶମୀ କୃଷ୍ଣ ପକ୍ଷେ ଦେଖ 
ରୂପ ବନଗଜି ବେଶ
ଏକାଦଶୀ ଦିନ କାଳିଆ ଦଳନ
ଦ୍ୱାଦଶେ ପ୍ରଲମ୍ବ ବଦ୍ଧ
ତ୍ରୟୋଦଶୀ ଦିନ କୃଷ୍ଣ ବଳରାମ
ତ୍ରୟୋଦଶୀ ଦିନ କୃଷ୍ଣ ବଳରାମ
ଦ୍ୱାଦଶେ ବାଉଳିବ ମନ
ଆଶିଣ ମାସରେ ଶୁକ୍ଳ ଏକାଦଶୀ
ରାଧା ଦାମୋଦର ବେଶ
ଓ...ବରଷକ ବାର ମାସ ଲୋ ବଉଳ
ଦେଖ ନୂଆ ନୂଆ ବେଶ
ଲୋ ବଉଳ
ଦେଖ ନୂଆ ନୂଆ ବେଶ


କାର୍ତ୍ତିକ ମାସେ ଲୋ ଅମାବାସ୍ୟା ଦିନ 
ଦେଖ ହରିହର ବେଶ
ଶୁକ୍ଳ ଏକାଦଶୀ ଲକ୍ଷ୍ମୀ ନାରାୟଣ
ଦ୍ୱାଦଶେ ବାମନ ବେଶ
ତ୍ରିବିକ୍ରମା ରୂପ ତ୍ରୟଦଶୀ ଦିନ
ତ୍ରିବିକ୍ରମା ରୂପ ତ୍ରୟଦଶୀ ବାସି
ଵୃଷବ ଲକ୍ଷ୍ମୀ ସୁବେଶ
କାର୍ତ୍ତିକ ପୁନେଇଁ ରାଜ ରାଜେଶ୍ୱର
ପଞ୍ଚୁକରେ ନାଗାର୍ଜୁନ
ଓ...ବରଷକ ବାର ମାସ ଲୋ ବଉଳ
ଦେଖ ନୂଆ ନୂଆ ବେଶ
ଲୋ ବଉଳ
ଦେଖ ନୂଆ ନୂଆ ବେଶ


ମାଗୁଶିର କୃଷ୍ଣ ଚତୁର୍ଦଶୀ ଆଲୋ
ଶ୍ରୀବିକ୍ରହ ସାତ ବେଶ
ବୃଷ ପୁନେଇରେ ରାଜବେଶ ଆଲୋ
ମାଘ ଆମେସା ପଦ୍ମ
ଗଜ ଉଦ୍ଧାରଣ ମାଘ ପୁନେଇର
ଗଜ ଉଦ୍ଧାରଣ ମାଘ ପୁନେଇର
ଫଗୁ ଦଶମୀ ଜାଚିରି
ଚନ୍ଦନ ଯାତରା ଅକ୍ଷୀ ତୃତୀୟା ଲୋ
ସୁକାନ୍ତି ଚନ୍ଦନ ବେଶ
ଓ...ବରଷକ ବାର ମାସ ଲୋ ବଉଳ
ବରଷକ ବାର ମାସ ଲୋ ବଉଳ
ଦେଖ ନୂଆ ନୂଆ ବେଶ
ଲୋ ବଉଳ
ଦେଖ ନୂଆ ନୂଆ ବେଶ
ଲୋ ବଉଳ
ଦେଖ ନୂଆ ନୂଆ ବେଶ

Barasaka Bara Masa Lo Baula Odia Song Lyrics In Odia Language


Thank You


Comments