Chhadiki Paribi Tate Odia Song Lyrics In Odia Font

ODIA SONS LYRICS

ଛାଡିକି ପାରିବି ତତେ
ନିଶ୍ୱାସ ମୋ ଛାଡ଼ିବା ଆଗରୁ

Chhadiki Paribi Tate Odia Song Lyrics In Odia Font


ପୁଅ
ଛାଡିକି ପାରିବି ତତେ
ନିଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି
ଅପେକ୍ଷାର କାଳ ସରୁ ସରୁ
ଝିଅ
ଆଛାନା କରିଛି ରୁପ ଚମତ୍କାର 
ଦୁର୍ଲଭ ଯା ସର୍ବତ୍ର ମହିରେ
ଆଛାନା କରିଛି ରୁପ ଚମତ୍କାର 
ଦୁର୍ଲଭ ଯା ସର୍ବତ୍ର ମହିରେ
ଆଖିରେ ଲେଖି ସପନ
ବହୁ ବର୍ଣ୍ଣ ଭବ୍ୟ ସମାହାରେ
ପୁଅ
ଛାଡିକି ପାରିବି ତତେ
ନିଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି
ଅପେକ୍ଷାର କାଳ ସରୁ ସରୁ



ଝିଅ
ଜୀବନ ବିବର୍ଣ୍ଣ ଜଦି
ରଙ୍ଗ ତୋର ନଦେଖି ନୟନ
ବଞ୍ଚିବା ନିସ୍ତୁଳ ଜଦି
ତୋର ସ୍ମୃତି ନ ଆଣି କମ୍ପନ
ପୁଅ
କେମିତିଵା ବୁଝାଇବି
ଭାଷା ଶବ୍ଦ ସବୁ ଭୁଲୁଣ୍ଠିତ
ତୋ ମୋ ସମ୍ପର୍କ କି
କଷ୍ଟ ପଦ ଅବୁଝା ଗଣିତ
ଝିଅ
ଆଛାନା କରିଛି ରୁପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହିରେ
ଆଛାନା କରିଛି ରୁପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହିରେ
ଆଖିରେ ଲେଖି ସପନ
ବହୁ ବର୍ଣ୍ଣ ଭବ୍ୟ ସମାହାରେ
ପୁଅ
ଛାଡିକି ପାରିବି ତତେ
ନିଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି
ଅପେକ୍ଷାର କାଳ ସରୁ ସରୁ



ପୁଅ
କହିବାର ନାହିଁ ଶକ୍ତି
ବୟସର ବୟସ୍କ ଲଗନେ
ତୁହି ମୋ ରଜନୀ ଗନ୍ଧା
ଭାବନାର ସୌମ୍ୟ ଉପବନେ
ଝିଅ
କରୁଣାରେ ବିଜଳିତ
ନିରିମାୟା ନିରୀହ ହୃଦୟ
ହେ ମୋର ଅବୁଝା ସାଥି
ତୁହି ମୋର ନବ ସୂର୍ଯ୍ୟଦୟ
ପୁଅ
ଆଛାନା କରିଛି ରୁପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହିରେ
ଆଛାନା କରିଛି ରୁପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହିରେ
ଝିଅ
ଆଖିରେ ଲେଖି ସପନ
ବହୁ ବର୍ଣ୍ଣ ଭବ୍ୟ ସମାହାରେ
ଛାଡିକି ପାରିବି ତତେ
ନିଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି
ଅପେକ୍ଷାର କାଳ ସରୁ ସରୁ

Chhadiki Paribi Tate Odia Song Lyrics In Odia Font

Thank You

Comments