Haji Jaithile Khoji Aniba Odia Song Lyrics In Odia Font

ODIA SONG LYRICS

କାଳିଆ ପରି କିଏସେ ହେବ
ମୋ କାଳିଆ ପରି କିଏସେ ହେବ

Haji Jaithile Khoji Aniba Odia Song Lyrics In Odia Language

ହଜି ଯାଇଥିଲେ ଖୋଜି ଆଣିବ
ଭାଙ୍ଗି ଯାଇଥିଲେ ଗଢେଇ ଦେବ
ହଜି ଯାଇଥିଲେ ଖୋଜି ଆଣିବ
ଭାଙ୍ଗି ଯାଇଥିଲେ ଗଢେଇ ଦେବ
କାଳିଆ....
କାଳିଆ ପରି କିଏସେ ହେବ
ମୋ କାଳିଆ ପରି କିଏସେ ହେବ
କାଳିଆ ପରି କିଏସେ ହେବ
ମୋ କାଳିଆ ପରି କିଏସେ ହେବ
ହଜି ଯାଇଥିଲେ ଖୋଜି ଆଣିବ
ଭାଙ୍ଗି ଯାଇଥିଲେ ଗଢେଇ ଦେବ
ହଜି ଯାଇଥିଲେ ଖୋଜି ଆଣିବ
ଭାଙ୍ଗି ଯାଇଥିଲେ ଗଢେଇ ଦେବ
କାଳିଆ....
କାଳିଆ ପରି କିଏସେ ହେବ
ମୋ କାଳିଆ ପରି କିଏସେ ହେବ
କାଳିଆ ପରି କିଏସେ ହେବ
ମୋ କାଳିଆ ପରି କିଏସେ ହେବ



କାନ୍ଦୁଥିଲେ ସିଏ ଦେବ ହସାଇ
ଦେଉଳରେ ନେଇ ଦେବ ବସାଇ
ଅବଢ଼ା ମୁଠିଏ ଖୁଆଇ ଦେବ
ଭୋକ ଶୋଷ ସବୁ ଭୁଲାଇ ଦେବ
ଭୋକ ଶୋଷ ସବୁ ଭୁଲାଇ ଦେବ
କାଳିଆ.....
କାଳିଆ ପରି କିଏସେ ହେବ
ମୋ କାଳିଆ ପରି କିଏସେ ହେବ
କାଳିଆ ପରି କିଏସେ ହେବ
ମୋ କାଳିଆ ପରି କିଏସେ ହେବ



ଜଗତର ବନ୍ଧୁ ଜଗତ ଇସ
ଠାକୁର ସିନା ସେ ତୁଚ୍ଛ ମଣିଷ
ମୁରୁକି ହସରେ ମନ ମୋହିବ
ଆଖିରେ ଆଖିରେ କଥା କହିବ
ଆଖିରେ ଆଖିରେ କଥା କହିବ
କାଳିଆ.....
କାଳିଆ ପରି କିଏସେ ହେବ
ମୋ କାଳିଆ ପରି କିଏସେ ହେବ
କାଳିଆ ପରି କିଏସେ ହେବ
ମୋ କାଳିଆ ପରି କିଏସେ ହେବ

ହଜି ଯାଇଥିଲେ ଖୋଜି ଆଣିବ
ଭାଙ୍ଗି ଯାଇଥିଲେ ଗଢେଇ ଦେବ
ହଜି ଯାଇଥିଲେ ଖୋଜି ଆଣିବ
ଭାଙ୍ଗି ଯାଇଥିଲେ ଗଢେଇ ଦେବ
କାଳିଆ.....
କାଳିଆ ପରି କିଏସେ ହେବ
ମୋ କାଳିଆ ପରି କିଏସେ ହେବ
କାଳିଆ ପରି କିଏସେ ହେବ
ମୋ କାଳିଆ ପରି କିଏସେ ହେବ

Haji Jaithile Khoji Aniba Odia Song Lyrics In Odia Font

Thank You

Comments