Janami Thili Mu Odia Song Lyrics In Odia Font

ODIA SONG LYRICS

ଜନମି ଥିଲି ମୁଁ ଶ୍ରୀ ଗୁଣ୍ଡିଚା ଦିନ
ମରନ୍ତି କି ବାହୁଡା଼ରେ

Janami Thili Mu Sri Gundicha Dina Odia Song Lyrics In Odia Font

ଜନମି ଥିଲି ମୁଁ ଶ୍ରୀ ଗୁଣ୍ଡିଚା ଦିନ
ମରନ୍ତି କି ବାହୁଡା଼ରେ
ମରିବା ବେଳକୁ ତୋ ରଥ ଦଉଡି
ଧରିଥିବି ମୁଁ ହାତରେ


ଜନମି ଥିଲି ମୁଁ ଶ୍ରୀ ଗୁଣ୍ଡିଚା ଦିନ
ମରନ୍ତି କି ବାହୁଡା଼ରେ
ଜନମି ଥିଲି ମୁଁ ଶ୍ରୀ ଗୁଣ୍ଡିଚା ଦିନ
ମରନ୍ତି କି ବାହୁଡା଼ରେ
ମରିବା ବେଳକୁ ତୋ ରଥ ଦଉଡି
ମରିବା ବେଳକୁ ତୋ ରଥ ଦଉଡି
ଧରିଥିବି ମୁଁ ହାତରେ
ଜନମି ଥିଲି ମୁଁ ଶ୍ରୀ ଗୁଣ୍ଡିଚା ଦିନ
ମରନ୍ତି କି ବାହୁଡା଼ରେ



ତୋ ଦୟାରୁ ଜୀବନରେ ସବୁ ତ ପାଇଛି
ତୋତେ ଛାଡି ଯିଵା ପାଇଁ ମନ ନ ବଳୁଛି
ତୋ ଦୟାରୁ ଜୀବନରେ ସବୁ ତ ପାଇଛି
ତୋତେ ଛାଡି ଯିଵା ପାଇଁ ମନ ନ ବଳୁଛି
ତୋ ପରି ଠାକୁର ଆଉ ନାହିଁରେ ଏମିତି
କହରେ କାଳିଆ ତୋତେ ଭୁଲିବି କେମିତି
ତୁ କି ଜାଣୁ ନାହୁଁ ବାନ୍ଧିଛୁ ନିଜେ ତୁ
ତୁ କି ଜାଣୁ ନାହୁଁ ବାନ୍ଧିଛୁ ନିଜେ ତୁ
ମୋତେ ପରା ତୋ ଡୋରିରେ
ଜନମି ଥିଲି ମୁଁ ଶ୍ରୀ ଗୁଣ୍ଡିଚା ଦିନ
ମରନ୍ତି କି ବାହୁଡା଼ରେ



ଚାଲିଯାଉ ଯେବେ ତୁହି ମାଉସୀ ଘରକୁ
ଚାହିଁ ରହିଥାଏ ତୋର ଫେରିବା ବାଟକୁ
ଚାଲିଯାଉ ଯେବେ ତୁହି ମାଉସୀ ଘରକୁ
ଚାହିଁ ରହିଥାଏ ତୋର ଫେରିବା ବାଟକୁ
ନଅ ଦିନ ଲାଗେ ମୋତେ ନଅ ଯୁଗ ପରି
ତୋତେ ନ ଦେଖି ମୁଁ ଭୋକ ଶୋଷ ଯାଏ ଭୁଲି
ଆଶା ମୋର ଖାଲି ମୁଁ ମଲା ବେଳକୁ
ଆଶା ମୋର ଖାଲି ମୁଁ ମଲା ବେଳକୁ
ଥିବୁ ତୁହି ମୋ ଆଗରେ

ଜନମି ଥିଲି ମୁଁ ଶ୍ରୀ ଗୁଣ୍ଡିଚା ଦିନ
ମରନ୍ତି କି ବାହୁଡା଼ରେ
ମରିବା ବେଳକୁ ତୋ ରଥ ଦଉଡି
ମରିବା ବେଳକୁ ତୋ ରଥ ଦଉଡି
ଧରିଥିବି ମୁଁ ହାତରେ
ଜନମି ଥିଲି ମୁଁ ଶ୍ରୀ ଗୁଣ୍ଡିଚା ଦିନ
ମରନ୍ତି କି ବାହୁଡା଼ରେ
ମରନ୍ତି କି ବାହୁଡା଼ରେ
ମରନ୍ତି କି ବାହୁଡା଼ରେ


Janami Thili Mu Sri Gundicha Dina Odia Song Lyrics In Odia Font


Thank You

Comments