Kanthare Mora Siba Ranjani Odia Song Lyrics In Odia Font

ODIA SONG LYRICS

କଣ୍ଠରେ ମୋର ଶିବ ରଞ୍ଜନୀ ଓଠରେ ପଞ୍ଚାକ୍ଷର

Kanthare Mora Siba Ranjani Odia Song Lyrics In Odia Language

କଣ୍ଠରେ ମୋର ଶିବ ରଞ୍ଜନୀ
ଓଠରେ ପଞ୍ଚାକ୍ଷର
କଣ୍ଠରେ ମୋର ଶିବ ରଞ୍ଜନୀ
ଓଠରେ ପଞ୍ଚାକ୍ଷର
ଯାଉଚି ମୁଁ ଶିବ ମନ୍ଦିର ଲୋ
ଯାଉଚି ମୁଁ ଶିବ ମନ୍ଦିର
ଭକତି ଅନ୍ତରେ ନୈବେଦ୍ୟ ହାତରେ
ପୁଣି ପାଦ ମୋର ହୁଏ ଅଧୀର
ଯାଉଚି ମୁଁ ଶିବ ମନ୍ଦିର ଲୋ
ଯାଉଚି ମୁଁ ଶିବ ମନ୍ଦିର
ଓଁ ନମଃ ଶିବାୟ ଓଁ ନମଃ ଶିବାୟ
ଓଁ ନମଃ ଶିବାୟ ଓଁ ନମଃ ଶିବାୟ



ଭୋଳା ତ ଭୋଳା ସେ ମନୁଆ ଠାକୁର
ଭକତ ବାଇଆ
ଦୁଃଖରେ ସୁଖରେ ଭଲରେ ମନ୍ଦରେ
ଡାକୁଚି ଦୁନିଆ
ଭୋଳା ତ ଭୋଳା ସେ ମନୁଆ ଠାକୁର
ଭକତ ବାଇଆ
ଦୁଃଖରେ ସୁଖରେ ଭଲରେ ମନ୍ଦରେ
ଡାକୁଚି ଦୁନିଆ
ଜନ୍ମରୁ ମରଣ ମୁଁ ଶିବ ଶରଣ
ମୋର ଶିବ ମୟ ସାରା ସଂସାର
ଯାଉଚି ମୁଁ ଶିବ ମନ୍ଦିର ଲୋ
ଯାଉଚି ମୁଁ ଶିବ ମନ୍ଦିର
ଯାଉଚି ମୁଁ ଶିବ ମନ୍ଦିର ଲୋ
ଯାଉଚି ମୁଁ ଶିବ ମନ୍ଦିର
ଓଁ ନମଃ ଶିବାୟ ଓଁ ନମଃ ଶିବାୟ
ଓଁ ନମଃ ଶିବାୟ ଓଁ ନମଃ ଶିବାୟ



ଡାକିଲେ ଶୁଣେ ସେ ମରମ ଜାଣେ ସେ
ଭକତ ଜନର
ମନ୍ଦିର ମଶାଣି ସବୁଠି ଅଛି ସେ
ଏମିତି ଠାକୁର
ଡାକିଲେ ଶୁଣେ ସେ ମରମ ଜାଣେ ସେ
ଭକତ ଜନର
ମନ୍ଦିର ମଶାଣି ସବୁଠି ଅଛି ସେ
ଏମିତି ଠାକୁର
ତାରିଲେ ତାରିବ ମାରିଲେ ମାରିବ
ସେଇ ଜଣେ ଏକା ଭରସା ମୋର
ଯାଉଚି ମୁଁ ଶିବ ମନ୍ଦିର ଲୋ
ଯାଉଚି ମୁଁ ଶିବ ମନ୍ଦିର


କଣ୍ଠରେ ମୋର ଶିବ ରଞ୍ଜନୀ
ଓଠରେ ପଞ୍ଚାକ୍ଷର
କଣ୍ଠରେ ମୋର ଶିବ ରଞ୍ଜନୀ
ଓଠରେ ପଞ୍ଚାକ୍ଷର
ଯାଉଚି ମୁଁ ଶିବ ମନ୍ଦିର ଲୋ
ଯାଉଚି ମୁଁ ଶିବ ମନ୍ଦିର
ଯାଉଚି ମୁଁ ଶିବ ମନ୍ଦିର ଲୋ
ଯାଉଚି ମୁଁ ଶିବ ମନ୍ଦିର
ଓଁ ନମଃ ଶିବାୟ ଓଁ ନମଃ ଶିବାୟ
ଓଁ ନମଃ ଶିବାୟ ଓଁ ନମଃ ଶିବାୟ
ଓଁ ନମଃ ଶିବାୟ ଓଁ ନମଃ ଶିବାୟ



Kanthare Mo Siba Ranjani Odia Song Lyrics In Odia Font


Thank You

Comments