Mo Prabhu Jagannatha Odia Song Lyrics In Odia Font

ODIA SONG LYRICS

ମୋ ପ୍ରଭୁ ଜଗନ୍ନାଥ
ସେ ଯେ କମଳାକାନ୍ତ

Mo Prabhu Jagannatha Odia Song Lyrics In Odia Font

ମୋ ପ୍ରଭୁ ଜଗନ୍ନାଥ
ସେ ଯେ କମଳାକାନ୍ତ
ପୁରୁଷୋତ୍ତମ କ୍ଷେତ୍ରବାସୀ
ତା ନାମ ଗାଇଯିବ
ମୋ ଦିନ ସରିଯିବ
ତା ନାମ ଗାଇଯିବ
ମୋ ଦିନ ସରିଯିବ
ତା ପାଦ ପଦ୍ମ ଅଛି ଭରଷି
ମୋ ପ୍ରଭୁ ଜଗନ୍ନାଥ
ସେ ଯେ କମଳାକାନ୍ତ
ପୁରୁଷୋତ୍ତମ କ୍ଷେତ୍ରବାସୀ



ଯୁଗେ ଯୁଗେ ଶ୍ରୀହରି
ଭକତ ଦୁଃଖ ହାରି
ଭକତଙ୍କ ଦୁଃଖୀ ଜନ ପ୍ରାଣ
ଯୁଗେ ଯୁଗେ ଶ୍ରୀହରି
ଭକତ ଦୁଃଖ ହାରି
ଭକତଙ୍କ ଦୁଃଖୀ ଜନ ପ୍ରାଣ
କାହା ଦୁଃଖରେ ଦୁଃଖୀ
କାହା ସୁଖରେ ସୁଖି
କାହା ଦୁଃଖରେ ଦୁଃଖୀ
କାହା ସୁଖରେ ସୁଖି
ମୋ ପ୍ରାଣ ତାକୁ ସମର୍ପିଛି
ମୋ ପ୍ରଭୁ ଜଗନ୍ନାଥ
ସେ ଯେ କମଳାକାନ୍ତ
ପୁରୁଷୋତ୍ତମ କ୍ଷେତ୍ରବାସୀ



ତା ରୁପ ଦେଖି ଶାନ୍ତି
ତା ନାମ ଗାଇ ମୁକ୍ତି
ସେ ମୋହର ଗତି ମୁକ୍ତି ପ୍ରାଣ
ତା ରୁପ ଦେଖି ଶାନ୍ତି
ତା ନାମ ଗାଇ ମୁକ୍ତି
ସେ ମୋହର ଗତି ମୁକ୍ତି ପ୍ରାଣ
ଯୁଗ ଯୁଗର ସାଥି
ଅଭେଦ ତାର ପ୍ରୀତି
ଯୁଗ ଯୁଗର ସାଥି
ଅଭେଦ ତାର ପ୍ରୀତି
ତା ଛନ୍ଦା ଚରଣେ ମୁଁ ଦାସୀ
ମୋ ପ୍ରଭୁ ଜଗନ୍ନାଥ
ସେ ଯେ କମଳାକାନ୍ତ
ପୁରୁଷୋତ୍ତମ କ୍ଷେତ୍ରବାସୀ

ତା ନାମ ଗାଇଯିବ
ମୋ ଦିନ ସରିଯିବ
ତା ନାମ ଗାଇଯିବ
ମୋ ଦିନ ସରିଯିବ
ତା ପାଦ ପଦ୍ମ ଅଛି ଭରଷି
ମୋ ପ୍ରଭୁ ଜଗନ୍ନାଥ
ସେ ଯେ କମଳାକାନ୍ତ
ଶ୍ରୀକ୍ଷେତ୍ରେ ଦନେ କ୍ଷେତ୍ରବାସୀ
ପୁରୁଷୋତ୍ତମ କ୍ଷେତ୍ରବାସୀ
ପୁରୁଷୋତ୍ତମ କ୍ଷେତ୍ରବାସୀ


Mo Prabhu Jagannatha Se Je Kamalakanta Odia Song Lyrics In Odia Language


Thank You

Comments