sarigala michhi michhika odia song lyrics in odia language

ODIA SONG LYRICS

ସରିଗଲା ମିଛି ମିଛିକା କଣ୍ଢେଇ ବାହାଘର
ସରିଗଲା ବର କନିଆ ଖେଳ ଯେ ଆମର

Sarigala Michhi Michhika Odia Song Lyrics In Odia Language

ପୁଅ
ସରିଗଲା ମିଛି ମିଛିକା କଣ୍ଢେଇ ବାହାଘର
ସରିଗଲା ବର କନିଆ ଖେଳ ଯେ ଆମର

ସରିଗଲା ମିଛି ମିଛିକା କଣ୍ଢେଇ ବାହାଘର
ସରିଗଲା ବର କନିଆ ଖେଳ ଯେ ଆମର
ନା ତମର ନା ମୋର ନାହିଁ ଆଉ ଅଧିକାର
ଛିଡିଗଲା ସୂତା ଖିଅ ସମ୍ପର୍କର
ନା ତମେ ମୋର ନା ମୁ ତୁମର
ନା ତମେ ମୋର ନା ମୁ ତୁମର



ଝିଅ
ସିନ୍ଦୁର ପାରିନି କିଣି ମନକୁ ମୋର
ଦେହ ସିନା ମୋ ପାଖରେ
ମନ ଯାଇ କାହିଁ ଦୂରେ
ଦେହଠାରୁ ଏ ମନ ଆଜି କେତେ ଦୂର
ହୋ ସିନ୍ଦୁର ପାରିନି କିଣି ମନକୁ ମୋର
ଦେହ ସିନା ମୋ ପାଖରେ
ମନ ଯାଇ କାହିଁ ଦୂରେ
ଦେହଠାରୁ ଏ ମନ ଆଜି କେତେ ଦୂର
ଜଳୁଚି ମୁ ସେ ନିଆଁରେ
କୁହୁଳୁଚି ସେ ଧୂଆଁରେ
ଲିଭି ନାହିଁ ଚିତା ଜୁଇ ଯେଉଁ ପ୍ରେମର
ନା ତମେ ମୋର ନା ମୁ ତୁମର
ନା ତମେ ମୋର ନା ମୁ ତୁମର

(((( ଛମାରେ ଛମାରେ ଛମ ଛମା ଛମ ପାଉଁଜି
ଛମାରେ ଛମାରେ ଛମ ଛମା ଛମ ପାଉଁଜି ))))



ପୁଅ
ପାଗଳ କରିଚି ପାଉଁଜି ତୋର
ହୋ ପାଗଳ କରିଚି ପାଉଁଜି ତୋର

ଆଜିଠୁ ଅଲଗା ଏବେ ରାସ୍ତା ଆମର
ତମେ ଯିବ ତମ ବାଟେ
ମୁ ଯିବି ମୋ ବାଟେ
ପହଂଚିବା ଠିକଣା ଅଲଗା ଆମର
ହୋ ଆଜିଠୁ ଅଲଗା ଏବେ ରାସ୍ତା ଆମର
ତମେ ଯିବ ତମ ବାଟେ
ମୁ ଯିବି ମୋ ବାଟେ
ପହଂଚିବା ଠିକଣା ଅଲଗା ଆମର
ତମେ ନାହଁ ମୋ ଭାଗ୍ୟରେ
ମୁ ନାହିଁ ତମ ଭାଗ୍ୟରେ
ଆଜିଠୁ ଅଲଗା ରାସ୍ତା ଆମର
ନା ତମେ ମୋର ନା ମୁ ତୁମର
ନା ତମେ ମୋର ନା ମୁ ତୁମର

Sarigala Michhi Michhika Odia Song Lyrics In Odia Language

Thank You

Comments