Sathie Pauti Bhogaru Odia Song Lyrics In Odia Language

ODIA SONG LYRICS

ଷାଠିଏ ପଉଟି ଭୋଗରୁ ତୁମର
କାଢି ତ ନେଇନି ହରି

Sathie Pauti Bhogaru Tumara Odia Song Lyrics In Odia Language

ଷାଠିଏ ପଉଟି ଭୋଗରୁ ତୁମର
କାଢି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
ଷାଠିଏ ପଉଟି ଭୋଗରୁ ତୁମର
କାଢି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି


ଭିକାରି କରିବା ଯେବେ ତୁମ ଇଛା
ନାହିଁ ମୋ ମନରେ ଦୁଃଖ
ସିଂହ ଦ୍ୱାର ବିନା ଆନ ଦୁଆରକୁ
ମାଗିଯିବି ନାହିଁ ଭିକ
ଆହେ ଇଛାମୟ ଇଛାରେ ତୁମରି
ଆହେ ଇଛାମୟ ଇଛାରେ ତୁମରି
ଦିଅ ମୋର ଥାଳ ଭରି
କଲ ଦାଣ୍ଡର ଭିକାରି


ଜାଣି ଶୁଣି ଯେବେ ଚେଇଁ ଶୋଇଥିବ
କହିବି କାହାକୁ ଆଉ
ଆଉ କାହା ପାଶେ ପତାଇବି ହାତ
ତୁମେ ପ୍ରଭୁ ଥାଉ ଥାଉ
ଖାଲି ହାତେ ପଛେ ଫେରିଯିବି ପ୍ରଭୁ
ଖାଲି ହାତେ ପଛେ ଫେରିଯିବି ପ୍ରଭୁ
ବଡ ଦାଣ୍ଡେ ଛାଡି ହୁରି
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି

Sathie Pauti Bhogaru Tumara Odia Song Lyrics In Odia Language


Thank You

Comments