Sindura Kahijae Mate Odia Song Lyrics In Odia Font

ODIA SONG LYRICS

ସିନ୍ଦୁର କହିଯାଏ ମତେ ଆଜି
ତୁମେ ମୋର ମୁଁ ତୁମର

Sindura Kahijae Mate Aji Odia Song Lyrics In Odia Font

ଝିଅ
ସିନ୍ଦୁର...
ସିନ୍ଦୁର କହିଯାଏ ମତେ ଆଜି
ତୁମେ ମୋର ମୁଁ ତୁମର 
ତୁମେ ମୋର ମୁଁ ତୁମର
ପୁଅ
ସିନ୍ଦୁର ଦେଇ ମୁଁ ପାଇଚି ତୁମକୁ
ତୁମେ ମୋ ଦେହର ଛାଇ
ତୁମକୁ ପାଇ ଜୀବନ ଲାଗେ ସୁନ୍ଦର
ଝିଅ
ସିନ୍ଦୁର...
ସିନ୍ଦୁର କହିଯାଏ ମତେ ଆଜି
ପୁଅ-ଓ-ଝିଅ 
ତୁମେ ମୋର ମୁଁ ତୁମର
ତୁମେ ମୋର ମୁଁ ତୁମର


ଝିଅ
ତୁମେ ତ ମୋ ହଁ ମୋ ସୁଖ ଯେତେ
ସବୁ ଆଣି ଦେଲ ମତେ
ତୁମେ ତ ମୋ ହଁ ମୋ ସୁଖ ଯେତେ
ସବୁ ଆଣି ଦେଲ ମତେ
ପୁଅ
ତୁମକୁ ମୁଁ ହଁ ମୁଁ ଆଣି ଦେବି
ଦୁନିଆର ଖୁସି ଯେତେ
ଝିଅ
ଆମ ଏ ମିଳନ ଯୁଗ ଯୁଗର
ସାକ୍ଷୀ ରହିଲା ମୋ ଶଙ୍ଖା ସିନ୍ଦୁର
ପୁଅ
ସିନ୍ଦୁର...
ସିନ୍ଦୁର କହିଯାଏ ମତେ ଆଜି
ପୁଅ-ଓ-ଝିଅ
ତୁମେ ମୋର ମୁଁ ତୁମର 
ତୁମେ ମୋର ମୁଁ ତୁମର


ପୁଅ
ତୁମକୁ ମୁଁ ହଁ ମୁଁ କଥା ଦେଲି
ଥିବି ମୁଁ ତୁମର ହୋଇ
ହୋ ତୁମକୁ ମୁଁ ହଁ ମୁଁ କଥା ଦେଲି
ଥିବି ମୁଁ ତୁମର ହୋଇ
ଝିଅ
ଜିଇଁଚି ମୁଁ ହଁ ମୁଁ ଯେତେ ଦିନ
ଯାଉଥିବି ଭଲପାଇ
ପୁଅ
ତୁମେ ତ ନିଜଠୁ ଅତି ନିଜର
ସାକ୍ଷୀ ତୁମ ଆଖି କଜଳ ଗାର

ଝିଅ
ସିନ୍ଦୁର...
ପୁଅ
ହୋ ସିନ୍ଦୁର କହିଯାଏ ମତେ ଆଜି
ତୁମେ ମୋର ମୁଁ ତୁମର 
ତୁମେ ମୋର ମୁଁ ତୁମର
ଝିଅ
ସିନ୍ଦୁର ପାଇ ମୁଁ ପାଇଚି ତୁମକୁ
ମୁଁ ତୁମ ଦେହର ଛାଇ
ତୁମକୁ ପାଇ ଜୀବନ ଲାଗେ ସୁନ୍ଦର
ପୁଅ
ସିନ୍ଦୁର...
ଝିଅ
ସିନ୍ଦୁର...
ପୁଅ
ସିନ୍ଦୁର...
ପୁଅ-ଓ-ଝିଅ
କହିଯାଏ ମତେ ଆଜି
ତୁମେ ମୋର ମୁଁ ତୁମର 
ତୁମେ ମୋର ମୁଁ ତୁମର

Sindura Kahijae Mate Aji Odia Song Lyrics In Odia Language

Thank You


Comments