Sunara Chadhei Udi Udi Odia Song Lyrics In Odia Font

ODIA SONG LYRICS

ସୁନାର ଚଢେଇ ଉଡି ଉଡି ଆସି
ଲୁହ ପୋଛି ସେତ ଦେଇଗଲା ଖୁସି

Sunara Chadhei Udi Udi Asi Odia Song Lyrics In Odia Font

ପୁଅ
ସୁନାର ଚଢେଇ ଉଡି ଉଡି ଆସି
ଲୁହ ପୋଛି ସେତ ଦେଇଗଲା ଖୁସି
ସେଇ ଖୁସି ନେଇ ହସେ ଆମ ଜୀବନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝିଅ
ଏଇ ଆକାଶକୁ ଭଲ ପାଏ ବୋଲି
ସୁନାର ପଞ୍ଜୁରୀ ଛାଡି ମୁଁ ଆସିଲି
ବାନ୍ଧି ନେଲା ମତେ ତୁମ ପ୍ରୀତି ବନ୍ଧନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ



ପୁଅ
ଏଇ ଆମ ଅଗଣାରେ ଏମିତି ଫୁଲ ଫୁଟିବ
ଝିଅ
ତା ମହକେ ଛୋଟ ଆମ ଦୁନିଆ ହସି ଉଠିବ
ପୁଅ
କୋଳରେ ଖେଳିବ ସେ କୁନି ଜହ୍ନ
ଝିଅ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଏଇ ଆକାଶକୁ ଭଲ ପାଏ ବୋଲି
ସୁନାର ପଞ୍ଜୁରୀ ଛାଡି ମୁଁ ଆସିଲି
ବାନ୍ଧି ନେଲା ମତେ ତୁମ ପ୍ରୀତି ବନ୍ଧନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ



ଝିଅ
ଚିକି ମିକି ଦୁଇ ଆଖି ଅଇନା ସେଯେ ଆମର
ପୁଅ
ଖିଲି ଖିଲି ହସ ତୋର ଫୁଲଠୁ ବେଶି ସୁନ୍ଦର
ଝିଅ
ଚାରି ଆଖିର ତୁ ଏକ ସପନ
ପୁଅ ଓ ଝିଅ
ଝୁମି ଝୁମି ତୋର ସାଥେ ନାଚେରେ ମନ
ଝୁମି ଝୁମି ତୋର ସାଥେ ନାଚେରେ ମନ

ପୁଅ
ସୁନାର ଚଢେଇ ଉଡି ଉଡି ଆସି
ଲୁହ ପୋଛି ସେତ ଦେଇଗଲା ଖୁସି
ସେଇ ଖୁସି ନେଇ ହସେ ଆମ ଜୀବନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝିଅ
ଏଇ ଆକାଶକୁ ଭଲ ପାଏ ବୋଲି
ସୁନାର ପଞ୍ଜୁରୀ ଛାଡି ମୁଁ ଆସିଲି
ବାନ୍ଧି ନେଲା ମତେ ତୁମ ପ୍ରୀତି ବନ୍ଧନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ
ଝୁମି ଝୁମି ତୁମ ସାଥେ ନାଚେ ମୋ ମନ


Sunara Chadhei Udi Udi Asi Odia Song Lyrics In Odia Language


Thank You

Comments