Thare Aare Mo Kalia Odia Song Lyrics In Odia Font

ODIA SONG LYRICS

ଥରେ ଆରେ ମୋ କାଳିଆ
ନୀଳାଚଳ ଧାମ ଛାଡି ଚାଲିଆ

Thare Aare Mo Kalia Odia Song Lyrics In Odia Language

ଥରେ ଆରେ ମୋ କାଳିଆ
ନୀଳାଚଳ ଧାମ ଛାଡି ଚାଲିଆ
ଥରେ ଆରେ ମୋ କାଳିଆ
ନୀଳାଚଳ ଧାମ ଛାଡି ଚାଲିଆ
ତୋଳିଛି ମୁଁ ବାଲି ରଥ
ତୋଳିଛି ମୁଁ ବାଲି ରଥ
ମୋ ରଥକୁ ଚାଲିଆ.....
ଡାକୁଚି ତୋ ଭକତ ମୁଁ ବଳିଆ
ଥରେ ଆରେ ମୋ କାଳିଆ
ନୀଳାଚଳ ଧାମ ଛାଡି ଚାଲିଆ



ରଥରେ ତୋର ଗଲି ମୁଁ ଚଢି
କି ଅପରାଧେ ଦେଲୁରେ ତଡି
ରଥରେ ତୋର ଗଲି ମୁଁ ଚଢି
କି ଅପରାଧେ ଦେଲୁରେ ତଡି
ନ ଗଡୁ ତୋ ରଥ ଚକ
ନ ଗଡୁ ତୋ ରଥ ଚକ
ଆରେ ନୀଳା ଚଳିଆ.....
ଡାକୁଚି ତୋ ଭକତ ମୁଁ ବଳିଆ
ଥରେ ଆରେ ମୋ କାଳିଆ
ନୀଳାଚଳ ଧାମ ଛାଡି ଚାଲିଆ



ତୋ ବଡ ପଣ୍ଡା ତୋ ପଢିଆରି
କଲେରେ ନିନ୍ଦା ମତେ ଘୋଷାରି
ତୋ ବଡ ପଣ୍ଡା ତୋ ପଢିଆରି
କଲେରେ ନିନ୍ଦା ମତେ ଘୋଷାରି
ଭକତର ହୋଇ ଥିଲେ
ଭକତର ହୋଇ ଥିଲେ
ଆସିବୁରେ କାଳିଆ.....
ଡାକୁଚି ତୋ ଭକତ ମୁଁ ବଳିଆ
ଥରେ ଆରେ ମୋ କାଳିଆ
ନୀଳାଚଳ ଧାମ ଛାଡି ଚାଲିଆ

ଥରେ ଆରେ ମୋ କାଳିଆ
ନୀଳାଚଳ ଧାମ ଛାଡି ଚାଲିଆ
ତୋଳିଛି ମୁଁ ବାଲି ରଥ
ତୋଳିଛି ମୁଁ ବାଲି ରଥ
ମୋ ରଥକୁ ଚାଲିଆ.....
ଡାକୁଚି ତୋ ଭକତ ମୁଁ ବଳିଆ
ଥରେ ଆରେ ମୋ କାଳିଆ
ନୀଳାଚଳ ଧାମ ଛାଡି ଚାଲିଆ
ନୀଳାଚଳ ଧାମ ଛାଡି ଚାଲିଆ
ନୀଳାଚଳ ଧାମ ଛାଡି ଚାଲିଆ


Thare Aare Mo Kalia Odia Song Lyrics In Odia Font


Thank You

Comments