To Akhi Mo Aaina Odia Song Lyrics In Odia Font

ODIA SONG LYRICS

ସୁନେଲି ସୁନେଲି ଖରା
ତୋ ମୁହଁ ସାରା

To Akhi Mo Aaina Odia Song Lyrics In Odia Language


ପୁଅ
ସୁନେଲି ସୁନେଲି ଖରା
ତୋ ମୁହଁ ସାରା
କେବେ ଦିଶୁ ଗୋଲାପି ତୁ
କେବେ ଦିଶୁ ଗୋରା
ତୋ ଓଠରୁ ଝରି ପଡେ
ହସ ଚୁନା ଚୁନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ଝିଅ
ମତେ ତ ଉଡେଇ ନିଏ
ପବନ ଝୁଲଣା
ଫୁଲ ତ ପିନ୍ଧେଇ ଦିଏ
ମୋ ଦେହେ ଗହଣା
ତୁମେ ମୋର ପାଖେ ଥିଲେ
କିଛି ମୁଁ ଚାହେଁନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା



ପୁଅ
ଯେତେ ମୁଁ ଜାଣିଛି ତତେ
ସେତିକି ଟାଣୁଛୁ ମତେ
ହାତରେ ଧରିଛୁ ସତେ
ରେଶମୀ ଡୋରି
ଝିଅ
ଦୋଷ ନୁହେଁ ଏକା ମୋର
ତୁମେ ବି ତ ଯାଦୁଗର
ତୁମେ ତ କରିଛ ମତେ
ମୋ ପାଖୁ ଚୋରି
ପୁଅ
ସବୁ କିଛି ଉଠେ ଜିଇଁ
ତୁମେ ଦେଲେ ଛୁଇଁ
ପତର ସବୁଜ ହୁଏ
ଭରି ଯାଏ ନଈ
ଝିଅ
ବନେ ବନେ ନାଚି ଯାଏ
ମୋ ମନ ମଇନା
ତୋ ଆଖି ମୋ ଆଇନା
ପୁଅ 
ତୋ ଆଖି ମୋ ଆଇନା
ପୁଅ-ଓ-ଝିଅ 
ତୋ ଆଖି ମୋ ଆଇନା



ଝିଅ
ଫୁଲର ଖବର ନେଇ
ପବନ ଯାଉଚି ବହି
ତା ମନର ମହୁମାଛି
ଡ଼ାକିବା ପାଇଁ
ପୁଅ
ମୁଁ ବି ବସିଛି ଏଠି
ତୋ ଚାହାଣି ଚୋରା ଚିଠି
ମୋ ଦୁଇ ହାତରେ ଧରି
ପଢିବା ପାଇଁ
ଝିଅ
ଓ...ତୁମେ ଦେଲେ ଛୁଇଁ ଲାଗେ
ଭଲ ଖାଲି ଭଲ
କଥା କହେ ଫୁଲ ଗଛ
ହସି ଦିଏ ଫୁଲ
ପୁଅ 
ଖାଲି ଖାଲି ଲାଗେ ଏଠି
ସବୁ ତୁମ ବିନା
ତୋ ଆଖି ମୋ ଆଇନା
ଝିଅ
ତୋ ଆଖି ମୋ ଆଇନା
ପୁଅ-ଓ-ଝିଅ
ତୋ ଆଖି ମୋ ଆଇନା

ପୁଅ
ସୁନେଲି ସୁନେଲି ଖରା
ତୋ ମୁହଁ ସାରା
କେବେ ଦିଶୁ ଗୋଲାପି ତୁ
କେବେ ଦିଶୁ ଗୋରା
ତୋ ଓଠରୁ ଝରି ପଡେ
ହସ ଚୁନା ଚୁନା
ତୋ ଆଖି ମୋ ଆଇନା
ଝିଅ
ତୋ ଆଖି ମୋ ଆଇନା
ପୁଅ-ଓ-ଝିଅ
ତୋ ଆଖି ମୋ ଆଇନା
ପୁଅ
ତୋ ଆଖି ମୋ ଆଇନା
ଝିଅ
ତୋ ଆଖି ମୋ ଆଇନା
ପୁଅ-ଓ-ଝିଅ
ତୋ ଆଖି ମୋ ଆଇନା

To Akhi Mo Aaina Odia Song Lyrics In Odia Font

Thank You

Comments