To Pari Thakura Nathile Odia Song Lyrics In Odia Font

ODIA SONG LYRICS

ତୋ ପରି ଠାକୁର ନଥିଲେ ଜଗାରେ

To Pari Thakura Nathile Jagare Odia Song Lyrics In Odia Language

ତୋ ପରି ଠାକୁର ନଥିଲେ ଜଗାରେ
ବଢ଼ାଇ ଥାଆନ୍ତି କାହିଁକି ହାତ
ତୋ ପରି ଠାକୁର ନଥିଲେ ଜଗାରେ
ବଢ଼ାଇ ଥାଆନ୍ତି କାହିଁକି ହାତ
ମୋ ପରି ଅନାଥ ନଥିଲେ ଜଗତେ
ମୋ ପରି ଅନାଥ ନଥିଲେ ଜଗତେ
ତୁ କି ହୋଇ ଥାଆନ୍ତୁ ଜଗତ ନାଥ
ତୋ ପରି ଠାକୁର ନଥିଲେ ଜଗାରେ
ବଢ଼ାଇ ଥାଆନ୍ତି କାହିଁକି ହାତ
ତୋ ପରି ଠାକୁର.....


ନ ଜଳନ୍ତା ଜଦି ଦୀପ ପତିତର
କେମିତି ସାଜନ୍ତା ତୋ ବେଢା ଭିତର
ନ ଜଳନ୍ତା ଜଦି ଦୀପ ପତିତର
କେମିତି ସାଜନ୍ତା ତୋ ବେଢା ଭିତର
ପାପୀ ନ ଦେଖିଲେ ସୁନାବେଶ ତୋର
ପାପୀ ନ ଦେଖିଲେ ସୁନାବେଶ ତୋର
ଜଗତ ତତେରେ କହନ୍ତା କାଠ
ତୋ ପରି ଠାକୁର ନଥିଲେ ଜଗାରେ
ବଢ଼ାଇ ଥାଆନ୍ତି କାହିଁକି ହାତ
ତୋ ପରି ଠାକୁର.....


ପଉଟି ପଉଟି ଅନ୍ନ ତୋର ଆସେ
ଆନନ୍ଦ ବଜାର ମହ ମହ ବାସେ
ପଉଟି ପଉଟି ଅନ୍ନ ତୋର ଆସେ
ଆନନ୍ଦ ବଜାର ମହ ମହ ବାସେ
ମୋ ପରି ଭିକାରି ନଥିଲେ କିଏ ସେ
ମୋ ପରି ଭିକାରି ନଥିଲେ କିଏ ସେ
ସାଉଁଟି ନିଅନ୍ତା ଅଭଢ଼ା ଭାତ
ତୋ ପରି ଠାକୁର ନଥିଲେ ଜଗାରେ
ବଢ଼ାଇ ଥାଆନ୍ତି କାହିଁକି ହାତ
ତୋ ପରି ଠାକୁର.....


To Pari Thakura Nathile Jagare Odia Song Lyrics In Odia Font


Thank You


Comments