Bhabara Sahare Mora Odia Song Lyrics In Odia Font

ODIA SONG LYRICS

ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା ଠାକୁର

Bhabara Sahare Mora Odia Song Lyrics In Odia Language

ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା ଠାକୁର
ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା ଠାକୁର
ଭାବକୁ ନିକଟ ସେତ ଅଭାବକୁ ଦୂର
ଭାବକୁ ନିକଟ ସେତ ଅଭାବକୁ ଦୂର
ସୀମାହୀନ ଆକାଶ ସେ ସୀମାହୀନ ସାଗର
ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା ଠାକୁର



ଭାବରେ ବୁଡିବ ଯିଏ ଭାବରେ ହଜିବ ଯିଏ
ଭାବରେ ରସିବ ଯିଏ ଆନନ୍ଦ ଆନନ୍ଦ
ପାପରେ ବୁଡିବ ଯିଏ ମିଛରେ ରସିବ ଯିଏ
ମାୟାରେ ହଜିବ ଯିଏ ବିଷାଦ ବିଷାଦ
ହୋ ଭାବରେ ବୁଡିବ ଯିଏ ଭାବରେ ହଜିବ ଯିଏ
ଭାବରେ ରସିବ ଯିଏ ଆନନ୍ଦ ଆନନ୍ଦ
ପାପରେ ବୁଡିବ ଯିଏ ମିଛରେ ରସିବ ଯିଏ
ମାୟାରେ ହଜିବ ଯିଏ ବିଷାଦ ବିଷାଦ
ଭାବରେ ଭାବରେ ଚାଲେ ଅଭାବୀ ସଂସାର
ଭାବରେ ଭାବରେ ଚାଲେ ଅଭାବୀ ସଂସାର
ଆନନ୍ଦ ବିଷାଦ ଭରା ଏ ଭବ ସାଗର
ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା ଠାକୁର



ଧରମ କରମ ସତ ଜନମ ମରଣ ସତ
ଆତ୍ମା ପରମାତ୍ମା ସତ ମିଛ ଏ ଜଗତ
ଧନ ଯଉବନ ମିଛ କୁଟୁମ୍ବ ସଂସାର ମିଛ
କାମନା ବାସନା ମିଛ ସତ ମୋ ଜଗନ୍ନାଥ
ହୋ ଧରମ କରମ ସତ ଜନମ ମରଣ ସତ
ଆତ୍ମା ପରମାତ୍ମା ସତ ମିଛ ଏ ଜଗତ
ଧନ ଯଉବନ ମିଛ କୁଟୁମ୍ବ ସଂସାର ମିଛ
କାମନା ବାସନା ମିଛ ସତ ମୋ ଜଗନ୍ନାଥ
ମିଛରେ ସତରେ ଗଢ଼ା ଏ ମନ ଶରୀର
ମିଛରେ ସତରେ ଗଢ଼ା ଏ ମନ ଶରୀର
ମୋହ ମାୟା ଛଳ ଭରା ଏ ଜଗତ ସଂସାର

ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା ଠାକୁର
ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା ଠାକୁର
ଭାବକୁ ନିକଟ ସେତ ଅଭାବକୁ ଦୂର
ଭାବକୁ ନିକଟ ସେତ ଅଭାବକୁ ଦୂର
ସୀମାହୀନ ଆକାଶ ସେ ସୀମାହୀନ ସାଗର



Bhabara Sahare Mora Odia Song Lyrics In Odia Font


Thank You

Comments