Dekha Tora Mati Khia Odia Song Lyrics In Odia Font

ODIA SONG LYRICS

ଦେଖା ତୋର ମାଟି ଖିଆ ପାଟି
ରେ ଗୋବିନ୍ଦ

Dekha Tora Mati Khia Pati Odia Song Lyrics In Odia Language

ଦେଖା ତୋର ମାଟି ଖିଆ ପାଟି
ରେ ଗୋବିନ୍ଦ
ଦେଖା ତୋର ମାଟି ଖିଆ ପାଟି
ପାଟି ଯେବେ କରିଥିଲୁ ଆଁ
ବିଶ୍ୱରୂପ ଦେଖିଥିଲେ ମା
ପାଟି ଯେବେ କରିଥିଲୁ ଆଁ
ବିଶ୍ୱରୂପ ଦେଖିଥିଲେ ମା
ସେ ପାଟିକୁ ଦେଖି ଯାଉ ମାଟିଘଟ ଛୁଟି
ରେ ଗୋବିନ୍ଦ
ଦେଖା ତୋର ମାଟି ଖିଆ ପାଟି
ରେ ଗୋବିନ୍ଦ
ଦେଖା ତୋର ମାଟି ଖିଆ ପାଟି


ଦେଖା ତୋର ସେଇ ପାଦରେ ଗୋବିନ୍ଦ
ଦେଖା ତୋର ସେଇ ପାଦ
ଯେଉଁ ପାଦେ କଲୁ କାଳିଆ ଦଳନ
ଦେଖାଇ ତ୍ରିଭଙ୍ଗି ଛନ୍ଦ
ଓ ଦେଖା ତୋର ସେଇ ପାଦରେ ଗୋବିନ୍ଦ
ଦେଖା ତୋର ସେଇ ପାଦ
ଯେଉଁ ପାଦେ କଲୁ କାଳିଆ ଦଳନ
ଦେଖାଇ ତ୍ରିଭଙ୍ଗି ଛନ୍ଦ
ସେ ପାଦକୁ ଝୁରୁଚିରେ ମୁଁ
ସେ ଛନ୍ଦକୁ ଝୁରୁଚିରେ ମୁଁ
ହୋ ସେ ପାଦକୁ ଝୁରୁଚିରେ ମୁଁ
ସେ ଛନ୍ଦକୁ ଝୁରୁଚିରେ ମୁଁ
ସେଇ ପାଦ ମକରନ୍ଦେ ଶୋଷ ଯାଉ ମେଣ୍ଟି
ରେ ଗୋବିନ୍ଦ
ଦେଖା ତୋର ମାଟି ଖିଆ ପାଟି
ରେ ଗୋବିନ୍ଦ
ଦେଖା ତୋର ମାଟି ଖିଆ ପାଟି


ଦେଖା ତୋର ସେଇ ରୂପ ରେ ଗୋବିନ୍ଦ
ଦେଖା ତୋର ସେଇ ରୂପ
ଯେଉଁ ରୂପ ଧରି ବଳିକୁ ମାଗିଲୁ
ତିନି ପାଦ ଭୂମି ଭିକ
ଦେଖା ତୋର ସେଇ ରୂପ ରେ ଗୋବିନ୍ଦ
ଦେଖା ତୋର ସେଇ ରୂପ
ଯେଉଁ ରୂପ ଧରି ବଳିକୁ ମାଗିଲୁ
ତିନି ପାଦ ଭୂମି ଭିକ
ସେଇ ଭିକ ମତେ ମାଗିନେ 
ପାତାଳକୁ ପାଦେ ଚାପିଦେ
ସେଇ ଭିକ ମତେ ମାଗିନେ 
ପାତାଳକୁ ପାଦେ ଚାପିଦେ
ପାପ ପଙ୍କେ ଆଉ ଏତେ ହେବିନାହିଁ ଘାଣ୍ଟି
ରେ ଗୋବିନ୍ଦ

ଦେଖା ତୋର ମାଟି ଖିଆ ପାଟି
ରେ ଗୋବିନ୍ଦ
ଦେଖା ତୋର ମାଟି ଖିଆ ପାଟି
ପାଟି ଯେବେ କରିଥିଲୁ ଆଁ
ବିଶ୍ୱରୂପ ଦେଖିଥିଲେ ମା
ପାଟି ଯେବେ କରିଥିଲୁ ଆଁ
ବିଶ୍ୱରୂପ ଦେଖିଥିଲେ ମା
ସେ ପାଟିକୁ ଦେଖି ଯାଉ ମାଟିଘଟ ଛୁଟି
ରେ ଗୋବିନ୍ଦ
ଦେଖା ତୋର ମାଟି ଖିଆ ପାଟି
ରେ ଗୋବିନ୍ଦ
ଦେଖା ତୋର ମାଟି ଖିଆ ପାଟି

Dekha Tora Mati Khia Pati Odia Song Lyrics In Odia Font


Thank You


Comments