Ghatagaon Thakurani Odia Song Lyrics In Odia Font

ODIA SONG LYRICS

ଘଟଗାଁ ଠାକୁରାଣୀ
ତାରିଣୀ ନଡ଼ିଆ ରାଣୀ

Ghatagaon Thakurani Odia Song Lyrics In Odia Language

ଘଟଗାଁ ଠାକୁରାଣୀ
ଘଟଗାଁ ଠାକୁରାଣୀ
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ
ମାନସିକ କରି ନଡ଼ିଆ ବାନ୍ଧିଲେ
ମାନସିକ କରି ନଡ଼ିଆ ବାନ୍ଧିଲେ
ପୁରଣ କରେ ସେ ସବୁ ମାଗୁଣି
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ
ଘଟଗାଁ ଠାକୁରାଣୀ
ମା ଘଟଗାଁ ଠାକୁରାଣୀ
ତାରିଣୀ ନଡ଼ିଆ ରାଣୀ



ହୀରା ନୀଳା ମୋତି
ମାଣିକରେ ତାର ସରଧା ନାହିଁ
ଭକତ ପଠାଏ ଗୋଟା
ନଡ଼ିଆରେ ସିନ୍ଦୁର ଦେଇ
ଯିଏ ଦଉ ନଡ଼ିଆ ଟେକି
ବାଟେ ଯାଏ ଗାଡି ଅଟକି
ଯିଏ ଦଉ ନଡ଼ିଆ ଟେକି
ବାଟେ ଯାଏ ଗାଡି ଅଟକି
ତାରିଣୀ ନଡ଼ିଆ ଜାଣି
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ
ଘଟଗାଁ ଠାକୁରାଣୀ
ମା ଘଟଗାଁ ଠାକୁରାଣୀ
ତାରିଣୀ ନଡ଼ିଆ ରାଣୀ



ଜଗତ କଲ୍ୟାଣୀ ଘଟଗାଁ
ତାରିଣୀ ସର୍ବ ମଙ୍ଗଳା
ଭକତ ପାଇଁ ସେ ଲଗାଇ
ଦେଇଚି ଅପୂର୍ବ ଲୀଳା
ଭକତର ଦୁଃଖ ମେଣ୍ଟୁଚି
ନଡ଼ିଆର ସୁଅ ଛୁଟୁଚି
ଭକତର ଦୁଃଖ ମେଣ୍ଟୁଚି 
ନଡ଼ିଆର ସୁଅ ଛୁଟୁଚି
ତାରିଣୀ ମହିମା ଜାଣି
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ

ଘଟଗାଁ ଠାକୁରାଣୀ ମା 
ଘଟଗାଁ ଠାକୁରାଣୀ
ତାରିଣୀ ନଡ଼ିଆ ରାଣୀ
ମାନସିକ କରି ନଡ଼ିଆ ବାନ୍ଧିଲେ
ମାନସିକ କରି ନଡ଼ିଆ ବାନ୍ଧିଲେ
ପୁରଣ କରେ ସେ ସବୁ ମାଗୁଣି
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ


Ghatagaon Thakurani Odia Song Lyrics In Odia Font


Thank You

Comments