Go Radhe Bansiti Amara Odia Song Lyrics In Odia Font

ODIA SONG LYRICS

କଦମ୍ବର ତଳେ ଶୟନର ବେଳେ
ବଂଶୀ ସମସ୍ଥାନେ ଦେଇ

Go Radhe Bansiti Amara Dia Odia Song Lyrics In Odia Language

କଦମ୍ବର ତଳେ ଶୟନର ବେଳେ
ବଂଶୀ ସମସ୍ଥାନେ ଦେଇ
ସର୍ବ ଗୋପିମାନେ ନୀର ଆଣି ଗଲେ
ବଂଶୀ ମୋ ନେଲେ ଚୋରାଇ
ଗୋ ରାଧେ ବଂଶୀଟି ଆମର ଦିଅ
ଗୋ ରାଧେ ବଂଶୀଟି ଆମର ଦିଅ
ହସ୍ତର କଙ୍କଣ ଗଳା ରତ୍ନ ହାର
ଯାହା ଇଛା ତାହା ନିଅ ଗୋ ରାଧେ
ବଂଶୀଟି ଆମର ଦିଅ
ଗୋ ରାଧେ ବଂଶୀଟି ଆମର ଦିଅ


ବ୍ରହ୍ମା ଦେଇଥିଲେ ଅପୂର୍ବ ମୁରଲୀ
ଶୁଭଇ ଅମୃତ ଧ୍ୱନି
ବ୍ରହ୍ମା ଦେଇଥିଲେ ଅପୂର୍ବ ମୁରଲୀ
ଶୁଭଇ ଅମୃତ ଧ୍ୱନି
ବଂଶୀ ବିନୁ ମତେ ହୋ...
ବଂଶୀ ବିନୁ ମତେ ଅନ୍ନ ନ ରୁଚଇ
ନ ଖାଏ ଯେ କ୍ଷୀର ପାଣି ଗୋ ରାଧେ
ବଂଶୀଟି ଆମର ଦିଅ
ଗୋ ରାଧେ ବଂଶୀଟି ଆମର ଦିଅ


ଅତି ଯତନରେ ବଂଶୀ ଗଢ଼ାଇଲି
ସୁନାର ବେଣ୍ଟ ଲଗାଇ
ଅତି ଯତନରେ ବଂଶୀ ଗଢ଼ାଇଲି
ସୁନାର ବେଣ୍ଟ ଲଗାଇ
କେ ଯାଇ କହିବ ହୋ...
କେ ଯାଇ କହିବ ମାତାଙ୍କ ଛାମୁରେ
ବଂଶୀ ମୋ ନେଲ ଚୋରାଇ ଗୋ ରାଧେ
ବଂଶୀଟି ଆମର ଦିଅ
ଗୋ ରାଧେ ବଂଶୀଟି ଆମର ଦିଅ
ହସ୍ତର କଙ୍କଣ ଗଳା ରତ୍ନ ହାର
ଯାହା ଇଛା ତାହା ନିଅ ଗୋ ରାଧେ
ବଂଶୀଟି ଆମର ଦିଅ
Kadambara Tale Sayanara Bele Odia Song Lyrics In Odia Font

Thank You


Comments