Jaha Dukha Delu Odia Song Lyrics In Odia Font

ODIA SONG LYRICS

ଯାହା ଦୁଃଖ ଦେଲୁ ସବୁ ମୁଁ ସହିଲି
ସହି ପାରିବିନି ଆଉ

Jaha Dukha Delu Sabu Mu Sahili Odia Song Lyrics In Odia Language

ଯାହା ଦୁଃଖ ଦେଲୁ ସବୁ ମୁଁ ସହିଲି
ଯାହା ଦୁଃଖ ଦେଲୁ ସବୁ ମୁଁ ସହିଲି
ସହି ପାରିବିନି ଆଉ
ସହି ପାରିବିନି ଆଉ
ଆଉ ଯାହା କିଛି ବାକି ରହିଗଲା
ଆଉ ଯାହା କିଛି ବାକି ରହିଗଲା
ଆର ଜନମକୁ ଥାଉ
ମହାବାହୁ...ମହାବାହୁ
ମହାବାହୁ...ହୋ...ମହାବାହୁ


ତୋ ପରି ଠାକୁର ମିଳୁଥାଉ ମତେ
ମୋ ପରି ଭକତ ନ ମିଳୁରେ ତତେ
ତୋ ପରି ଠାକୁର ମିଳୁଥାଉ ମତେ
ମୋ ପରି ଭକତ ନ ମିଳୁରେ ତତେ
ମନେ ରଖିଥିବୁ ଆର ଜନମକୁ
ମଣିଷ ଜନମ ଦବୁନିରେ ମତେ
ପଶୁ ପକ୍ଷୀ ହେଲେ ପାଟି ଫିଟିବନି
ପଶୁ ପକ୍ଷୀ ହେଲେ ପାଟି ଫିଟିବନି
ସୁଝେଇବୁ ଯେତେ ଦାଉ
ମହାବାହୁ...ମହାବାହୁ
ମହାବାହୁ...ହୋ...ମହାବାହୁ


ଆୟୁଷ ମୋହର ଥିଲେ ଥାଉ ଯେତେ
ନେଇଯାରେ ମତେ ହେ କଳା ସାଆନ୍ତେ
ଆୟୁଷ ମୋହର ଥିଲେ ଥାଉ ଯେତେ
ନେଇଯାରେ ମତେ ହେ କଳା ସାଆନ୍ତେ
କରମ ଆଦରି ଯିବି ଆର ପାରି
ମଲା ପରେ ଦୋଷ ଦେବିନିରେ ତତେ
ଶେଷ ନିଦ ମତେ ଦିଅ ହୋ ସାଆନ୍ତେ
ଶେଷ ନିଦ ମତେ ଦିଅ ହୋ ସାଆନ୍ତେ
ସିଂହଦ୍ୱାରେ ଜୀବ ଯାଉ
ମହାବାହୁ...ମହାବାହୁ
ମହାବାହୁ...ହୋ...ମହାବାହୁ

ଯାହା ଦୁଃଖ ଦେଲୁ ସବୁ ମୁଁ ସହିଲି
ଯାହା ଦୁଃଖ ଦେଲୁ ସବୁ ମୁଁ ସହିଲି
ସହି ପାରିବିନି ଆଉ
ସହି ପାରିବିନି ଆଉ
ଆଉ ଯାହା କିଛି ବାକି ରହିଗଲା
ଆଉ ଯାହା କିଛି ବାକି ରହିଗଲା
ଆର ଜନମକୁ ଥାଉ
ମହାବାହୁ...ମହାବାହୁ
ମହାବାହୁ...ହୋ...ମହାବାହୁ
ମହାବାହୁ...ମହାବାହୁ...
ମହାବାହୁ....ମହାବାହୁ...ମହାବାହୁ...

Jaha Dukha Delu Sabu Mu Sahili Odia Song Lyrics In Odia Font


Thank You

Comments