Jane Ajodhyare Odia Song Lyrics In Odia Font

ODIA SONG LYRICS

ଜଣେ ଅଯୋଧ୍ୟାରେ ଜଣେ ଗୋପପୁରେ
ଜଣେ ତ୍ରେତୟାରେ ଜଣେ ଦ୍ୱାପରରେ

Jane Ajodhyare Jane Gopapure Odia Song Lyrics In Odia Language

ଜଣେ ଅଯୋଧ୍ୟାରେ ଜଣେ ଗୋପପୁରେ
ଜଣେ ତ୍ରେତୟାରେ ଜଣେ ଦ୍ୱାପରରେ
ଜଣେ ଅଯୋଧ୍ୟାରେ ଜଣେ ଗୋପପୁରେ
ଜଣେ ତ୍ରେତୟାରେ ଜଣେ ଦ୍ୱାପରରେ
ଜଣେ ରାମ ଜଣେ କୃଷ୍ଣ
ଜଣେ ରାମ ଜଣେ କୃଷ୍ଣ
ଦୁହେଁ ଚଞ୍ଚଳ ଦୁହେଁ କୋମଳ
ଶ୍ୟାମଳ ଶ୍ୟାମଳ ନୀଳ କମଳ
ଦୁହେଁ ଚଞ୍ଚଳ ଦୁହେଁ କୋମଳ
ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ
ରାମ ରାମ ହରେ ହରେ
)))ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ
ରାମ ରାମ ହରେ ହରେ(((




ଜଣେ କପି ପ୍ରିୟ ଜଣେ ଗୋପି ପ୍ରିୟ
ଜଣେ ତପି ପ୍ରିୟ ଜଣେ ସଖା ପ୍ରିୟ
ଜଣେ ସୂର୍ଯ୍ୟବଂଶୀ ଜଣେ ଚନ୍ଦ୍ରବଂଶୀ
ଜଣେ ଚାରୁହାସି ଜଣେ ମିଷ୍ଟଭାଷୀ
ଜଣେ ଲଙ୍କା ବିଜୟୀ ଜଣେ ମଥୁରା ବିଜୟୀ
ଜଣେ ଲଙ୍କା ବିଜୟୀ ଜଣେ ମଥୁରା ବିଜୟୀ
ଦୁହେଁ ଅଟଳ ଦୁହେଁ ଅଥଳ
ଶ୍ୟାମଳ ଶ୍ୟାମଳ ନୀଳ କମଳ
ଦୁହେଁ ଚଞ୍ଚଳ ଦୁହେଁ କୋମଳ
ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ
ରାମ ରାମ ହରେ ହରେ
))) ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ
ରାମ ରାମ ହରେ ହରେ (((




ପିତୃ ସତ୍ୟ ପାଳି ଚଉଦ ବରଷ
ଧନୁର୍ଧାରି ରାମ ଗଲେ ବନବାସ
ବଂଶୀଧାରି କୃଷ୍ଣ କଲେ ଗୋପି ରାସ
ଚକ୍ରପେଷି ପୁଣି କଲେ ଦୃଷ୍ଟ ନାଶ
ଜଣେ ରଘୁନନ୍ଦନ ଜଣେ ନନ୍ଦନନ୍ଦନ
ଜଣେ ରଘୁନନ୍ଦନ ଜଣେ ନନ୍ଦନନ୍ଦନ
ଦୁହେଁ ସରଳ ଭକ୍ତ ବତ୍ସଳ
ଶ୍ୟାମଳ ଶ୍ୟାମଳ ନୀଳ କମଳ
ଦୁହେଁ ଚଞ୍ଚଳ ଦୁହେଁ କୋମଳ
ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ
ରାମ ରାମ ହରେ ହରେ
))) ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ
ରାମ ରାମ ହରେ ହରେ (((


ଜଣେ ଅଯୋଧ୍ୟାରେ ଜଣେ ଗୋପପୁରେ
ଜଣେ ତ୍ରେତୟାରେ ଜଣେ ଦ୍ୱାପରରେ
ଜଣେ ଅଯୋଧ୍ୟାରେ ଜଣେ ଗୋପପୁରେ
ଜଣେ ତ୍ରେତୟାରେ ଜଣେ ଦ୍ୱାପରରେ
ଜଣେ ରାମ ଜଣେ କୃଷ୍ଣ
ଜଣେ ରାମ ଜଣେ କୃଷ୍ଣ
ଦୁହେଁ ଚଞ୍ଚଳ ଦୁହେଁ କୋମଳ
ଶ୍ୟାମଳ ଶ୍ୟାମଳ ନୀଳ କମଳ
ଦୁହେଁ ଚଞ୍ଚଳ ଦୁହେଁ କୋମଳ
))) ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ
ରାମ ରାମ ହରେ ହରେ
ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ
ରାମ ରାମ ହରେ ହରେ (((



Jane Ajodhyare Jane Gopapure Odia Song Lyrics In Odia Font


Thank You

Comments