Kahin Kete Duru Mu Odia Song Lyrics In Odia Font

ODIA SONG LYRICS

କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ

Kahin Kete Duru Mu Odia Song Lyrics In Odia Language

କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ
କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ
ସିଂହଦ୍ୱାର ଆଗେ ତୋ ବଡଦାଣ୍ଡରେ
ସିଂହଦ୍ୱାର ଆଗେ ତୋ ବଡଦାଣ୍ଡରେ
ହସି ହସି ତୋ ନାମ ଗାଇବା ପାଇଁ
କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ
ତତେ କାଳିଆ ଦେଖିବା ପାଇଁ


ପଶ୍ଚିମରୁ ଉତ୍ତର ଦକ୍ଷିଣ ଗଲି
ପୂରୁବରେ ତୋ ଡୋରେ ବନ୍ଧା ମୁଁ ହେଲି
ପଶ୍ଚିମରୁ ଉତ୍ତର ଦକ୍ଷିଣ ଗଲି
ପୂରୁବରେ ତୋ ଡୋରେ ବନ୍ଧା ମୁଁ ହେଲି
ଶ୍ରୀ ମୁଖ ଶ୍ରୀ ବାହୁ ଶ୍ରୀ ଅଙ୍ଗ ଶ୍ରୀ ପତି
କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ
ତତେ କାଳିଆ ଦେଖିବା ପାଇଁ


ମାଗିବାକୁ ନାହିଁରେ ଶଙ୍ଖା ସିନ୍ଦୁର
ଅନୁରାଧା ମାଗେରେ କରୁଣା ତୋର
ମାଗିବାକୁ ନାହିଁରେ ଶଙ୍ଖା ସିନ୍ଦୁର
ଅନୁରାଧା ମାଗେରେ କରୁଣା ତୋର
ଶୟନେ ସପନେ କଳାଶ୍ରୀ ଦେଖିବି
କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ

କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ
ସିଂହଦ୍ୱାର ଆଗେ ତୋ ବଡଦାଣ୍ଡରେ
ସିଂହଦ୍ୱାର ଆଗେ ତୋ ବଡଦାଣ୍ଡରେ
ହସି ହସି ତୋ ନାମ ଗାଇବା ପାଇଁ
କାହିଁ କେତେ ଦୂରୁ ମୁଁ ଆସିଛି ଧାଇଁ
ତତେ କାଳିଆ ଦେଖିବା ପାଇଁ
ତତେ କାଳିଆ ଦେଖିବା ପାଇଁ
ତତେ କାଳିଆ ଦେଖିବା ପାଇଁ

Kahin Kete Duru Mu Asichhi Dhain Odia Song Lyrics In Odia Font


Thank You

Comments