Lo Radhika Biraha To Odia Song Lyrics In Odia Font

ODIA SONG LYRICS

ଲୋ ରାଧିକା...
ବିରହ ତୋ କପାଳରେ ଲେଖା

Lo Radhika Biraha To Kapalare Lekha Odia Song Lyrics In Odia Language

ଲୋ...ରାଧିକା...ରାଧିକା...
ବିରହ ତୋ କପାଳରେ ଲେଖା
ବିରହ ତୋ କପାଳରେ ଲେଖା
ଲୋ ରାଧିକା...
ବିରହ ତୋ କପାଳରେ ଲେଖା
ଲୋ ରାଧିକା...
ବିରହ ତୋ କପାଳରେ ଲେଖା
ବୁଝିଲୁନି ଶ୍ୟାମ ପ୍ରେମ
ବୁଝିଲୁନି ଶ୍ୟାମ ପ୍ରେମ
ଗୌର ଚନ୍ଦ୍ରିକା ଲୋ ରାଧିକା...
ବିରହ ତୋ କପାଳରେ ଲେଖା
ଲୋ ରାଧିକା...
ବିରହ ତୋ କପାଳରେ ଲେଖା


ଆଖିରେ ନାଇଲୁ ରାଧା
କଳଙ୍କ କଜଳ ଗାର
ନିନ୍ଦାର କୁକୁମ ବିନ୍ଦୁ
ନାଇଲୁ ମଥାରେ ତୋର
ଓ...ଆଖିରେ ନାଇଲୁ ରାଧା
କଳଙ୍କ କଜଳ ଗାର
ନିନ୍ଦାର କୁକୁମ ବିନ୍ଦୁ
ନାଇଲୁ ମଥାରେ ତୋର
ଶାଶୁ ନଣନ୍ଦ ଗଞ୍ଜଣା
ପିନ୍ଧିଲୁ କରି ଗହଣା
ଶାଶୁ ନଣନ୍ଦ ଗଞ୍ଜଣା
ପିନ୍ଧିଲୁ କରି ଗହଣା
ମନା କରୁଥିଲେ ତତେ
ମନା କରୁଥିଲେ ତତେ
ଲଳିତା ବିଶାଖା ଲୋ ରାଧିକା...
ବିରହ ତୋ କପାଳରେ ଲେଖା
ଲୋ ରାଧିକା...
ବିରହ ତୋ କପାଳରେ ଲେଖା


ସେ ହଟ ନାଗର ଶ୍ୟାମ
ଦ୍ୱାଦଶ କୁଞ୍ଜ ବିହାରୀ
ବିରହ ଭୋଗିବା ସାର
ଶ୍ୟାମକୁ ଭରସା କରି
ଓ...ସେ ହଟ ନାଗର ଶ୍ୟାମ
ଦ୍ୱାଦଶ କୁଞ୍ଜ ବିହାରୀ
ବିରହ ଭୋଗିବା ସାର
ଶ୍ୟାମକୁ ଭରସା କରି
ଚାରୁ ଚନ୍ଦ୍ରାବଳି କୁଞ୍ଜେ
ରାସ ରଙ୍ଗେ ବଂଶୀ ବାଜେ
ଚାରୁ ଚନ୍ଦ୍ରାବଳି କୁଞ୍ଜେ
ରାସ ରଙ୍ଗେ ବଂଶୀ ବାଜେ
ବଡ ବେଦରଦୀ ତୋର
ବଡ ବେଦରଦୀ ତୋର
ସେ ମୁରଲୀ ଫୁଙ୍କା ଲୋ ରାଧିକା...
ବିରହ ତୋ କପାଳରେ ଲେଖା

ଲୋ ରାଧିକା...
ବିରହ ତୋ କପାଳରେ ଲେଖା
ବୁଝିଲୁନି ଶ୍ୟାମ ପ୍ରେମ
ବୁଝିଲୁନି ଶ୍ୟାମ ପ୍ରେମ
ଗୌର ଚନ୍ଦ୍ରିକା ଲୋ ରାଧିକା...
ବିରହ ତୋ କପାଳରେ ଲେଖା

Lo Radhika Biraha To Kapalare Lekha Odia Song Lyrics In Odia Font


Thank You


Comments