Manima Sunima Heu Odia Song Lyrics In Odia Font

ODIA SONG LYRICS

ମଣିମା ଶୁଣିମା ହେଉ ଗରିବ ଡାକ

Manima Sunima Heu Odia Song Lyrics In Odia Language

ମଣିମା ଶୁଣିମା ହେଉ ଗରିବ ଡାକ
ମଣିମା ଶୁଣିମା ହେଉ ଗରିବ ଡାକ
ନିରକ୍ଷ ଜନକୁ ରଖ
ନିରକ୍ଷ ଜନକୁ ରଖ ପଙ୍କଜ ମୁଖ
ମଣିମା ଶୁଣିମା ହେଉ ଗରିବ ଡାକ
ମଣିମା ଶୁଣିମା ହେଉ ଗରିବ ଡାକ


କୃପା ସାଗର କାହିଁକି ମୋ ବେଳକୁ ଗଲ ଶୁଖି
କୃପା ସାଗର କାହିଁକି ମୋ ବେଳକୁ ଗଲ ଶୁଖି
ଜାଣିଲି ମୋ କର୍ମ ବାଙ୍କ
ଜାଣିଲି ମୋ କର୍ମ ବାଙ୍କ ନୁହେଁ ସଳଖ
ମଣିମା ଶୁଣିମା ହେଉ ଗରିବ ଡାକ
ମଣିମା ଶୁଣିମା ହେଉ ଗରିବ ଡାକ


ଆତଙ୍କ ନାଶନ ବାନା ନଶୁଣ ଭୃତ୍ୟ ବେଦନା
ଆତଙ୍କ ନାଶନ ବାନା ନଶୁଣ ଭୃତ୍ୟ ବେଦନା
ଏବେ ହୋଇଯିବ ମନା 
ଏବେ ହୋଇଯିବ ମନା କେ ଦେବ ଡାକ
ମଣିମା ଶୁଣିମା ହେଉ ଗରିବ ଡାକ
ମଣିମା ଶୁଣିମା ହେଉ ଗରିବ ଡାକ


ଦାସ ଯେବେ ନାଶ ଯିବ କୀର୍ତ୍ତିରେ ଅକିର୍ତ୍ତୀ ହେବ
ଦାସ ଯେବେ ନାଶ ଯିବ କୀର୍ତ୍ତିରେ ଅକିର୍ତ୍ତୀ ହେବ
କିରତୀ ଚନ୍ଦ୍ରରେ ଲାଗି
କିରତୀ ଚନ୍ଦ୍ରରେ ଲାଗି ଯିବ କଳଙ୍କ
ମଣିମା ଶୁଣିମା ହେଉ ଗରିବ ଡାକ
ମଣିମା ଶୁଣିମା ହେଉ ଗରିବ ଡାକ


କହେ ସଦାନନ୍ଦ ଛାର ନାହିଁ ଆନ ପ୍ରତିକାର
କହେ ସଦାନନ୍ଦ ଛାର ନାହିଁ ଆନ ପ୍ରତିକାର
ଏ ଦିନ ଅବସ୍ଥା ମୋର
ଏ ଦିନ ଅବସ୍ଥା ମୋର ନେତ୍ରେ ନ ଦେଖ
ମଣିମା ଶୁଣିମା ହେଉ ଗରିବ ଡାକ
ମଣିମା ଶୁଣିମା ହେଉ ଗରିବ ଡାକ
ନିରକ୍ଷ ଜନକୁ ରଖ
ନିରକ୍ଷ ଜନକୁ ରଖ ପଙ୍କଜ ମୁଖ
ମଣିମା ଶୁଣିମା ହେଉ ଗରିବ ଡାକ
ମଣିମା ଶୁଣିମା ହେଉ ଗରିବ ଡାକ
ମଣିମା ଶୁଣିମା ହେଉ ଗରିବ ଡାକ
ମଣିମା ଶୁଣିମା ହେଉ ଗରିବ ଡାକ

Manima Sunima Heu Odia Song Lyrics In Odia Font

Thank You


Comments