Sainka Sarana Jie Pasiba Odia Song Lyrics In Odia Font

ODIA SONG LYRICS

ସାଇଙ୍କ ଶରଣ ଯିଏ ପଶିବ
ତା ଘର ସଂସାର ନିତି ହସିବ

Sainka Sarana Jie Pasiba Odia Song Lyrics In Odia Language

ସାଇଙ୍କ ଶରଣ ଯିଏ ପଶିବ
ତା ଘର ସଂସାର ନିତି ହସିବ
ସାଇଙ୍କ ଶରଣ ଯିଏ ପଶିବ
ତା ଘର ସଂସାର ନିତି ହସିବ
ହଜିଥିଲେ ଖୋଜି ଦେବେ 
ଭାଙ୍ଗି ଥିଲେ ଗଢି ଦେବେ 
ହଜିଥିଲେ ଖୋଜି ଦେବେ 
ଭାଙ୍ଗି ଥିଲେ ଗଢି ଦେବେ 
କେତେ ବେଳେ କେଉଁ ରୂପରେ ଆସିବେ
ସହଜେ କି ଚିହ୍ନି ହବ
କେତେ ବେଳେ କେଉଁ ରୂପରେ ଆସିବେ
ସହଜେ କି ଚିହ୍ନି ହବ
ସାଇଙ୍କ ଶରଣ ଯିଏ ପଶିବ
ତା ଘର ସଂସାର ନିତି ହସିବ



ସେତ ଭକତଙ୍କର ଭାଗ୍ୟ ଦାତା
ଭକ୍ତ ପାଇଁ ଯେ ଦେଲେ ପ୍ରାଣ
ସେଯେ ପରମ ପିତା ମୁକ୍ତି ଦାତା
ସୁଝି ହୁଏନା ତାଙ୍କ ଋଣ
ସେତ ଭକତଙ୍କର ଭାଗ୍ୟ ଦାତା
ଭକ୍ତ ପାଇଁ ଯେ ଦେଲେ ପ୍ରାଣ
ସେଯେ ପରମ ପିତା ମୁକ୍ତି ଦାତା
ସୁଝି ହୁଏନା ତାଙ୍କ ଋଣ
ଦୟାର ସେ ଅବତାର
ସବୁଠାରେ ତାଙ୍କ ଘର
ଦୟାର ସେ ଅବତାର
ସବୁଠାରେ ତାଙ୍କ ଘର
ବାଟରେ ଘାଟରେ ଯୋଉଠି ଡାକିଲେ
ସେଇଠି ଦର୍ଶନ ହେବ
ବାଟରେ ଘାଟରେ ଯୋଉଠି ଡାକିଲେ
ସେଇଠି ଦର୍ଶନ ହେବ
ସାଇଙ୍କ ଶରଣ ଯିଏ ପଶିବ
ତା ଘର ସଂସାର ନିତି ହସିବ



ସେଯେ ରୁଦ୍ରାକ୍ଷ ଧାରୀ ଜଷ୍ଟି ଧାରୀ
ଧ୍ୱନି ବିଭୁତି ବୋଳା ଶିବ
ସେତ ରାମ ପୁଣି ସେତ ଆଲ୍ଲା
ତାଙ୍କ ଭେଦ କିଏ ପାଇବ
ସେଯେ ରୁଦ୍ରାକ୍ଷ ଧାରୀ ଜଷ୍ଟି ଧାରୀ
ଧ୍ୱନି ବିଭୁତି ବୋଳା ଶିବ
ସେତ ରାମ ପୁଣି ସେତ ଆଲ୍ଲା
ତାଙ୍କ ଭେଦ କିଏ ପାଇବ
କାହା ପାଇଁ ରାମାୟଣ
କାହା ପାଇଁ ସେ କୋରାନ
କାହା ପାଇଁ ରାମାୟଣ
କାହା ପାଇଁ ସେ କୋରାନ
ଯିଏ ଯେଉଁ ରୂପେ ଶ୍ରଦ୍ଧାରେ ଡ଼ାକିବ
ସେ ରୂପ ଦର୍ଶନ ହେବ
ଯିଏ ଯେଉଁ ରୂପେ ଶ୍ରଦ୍ଧାରେ ଡ଼ାକିବ
ସେ ରୂପ ଦର୍ଶନ ହେବ

ସାଇଙ୍କ ଶରଣ ଯିଏ ପଶିବ
ତା ଘର ସଂସାର ନିତି ହସିବ
ସାଇଙ୍କ ଶରଣ ଯିଏ ପଶିବ
ତା ଘର ସଂସାର ନିତି ହସିବ
ହଜିଥିଲେ ଖୋଜି ଦେବେ 
ଭାଙ୍ଗି ଥିଲେ ଗଢି ଦେବେ 
ହଜିଥିଲେ ଖୋଜି ଦେବେ 
ଭାଙ୍ଗି ଥିଲେ ଗଢି ଦେବେ 
କେତେ ବେଳେ କେଉଁ ରୂପରେ ଆସିବେ
ସହଜେ କି ଚିହ୍ନି ହବ
କେତେ ବେଳେ କେଉଁ ରୂପରେ ଆସିବେ
ସହଜେ କି ଚିହ୍ନି ହବ
କେତେ ବେଳେ କେଉଁ ରୂପରେ ଆସିବେ
ସହଜେ କି ଚିହ୍ନି ହବ


Sainka Sarana Jie Pasiba Odia Song Lyrics In Odia Font


Thank You

Comments