Se Ta Baunu Bhandara Rani Odia Song Lyrics In Odia Font

ODIA SONG LYRICS

ସେ ତ ଵାଉନୁ ଭଣ୍ଡାର ରାଣୀ

Se Ta Baunu Bhandara Rani Odia Song Lyrics In Odia Language

ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ଜଦି ଚାହିଁବ ରାଣୀ କରି ଦବ
ସେ ଜଦି ଚାହିଁବ ରାଣୀ କରି ଦବ
ନ ଚାହିଁଲେ ଭିକାରୁଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ



ସାଗର ଦୁଲଣି ଶ୍ରୀହରି ପ୍ରିୟା
ସକଳ ଜନଙ୍କୁ କରେ ସୁଦୟା
ଦେବତା ଦାନବ ନର କି ନଅଁର
କିଏ ସେ ନଯାଏ ଲକ୍ଷ୍ମୀ ଦୁଆର
ସେ ଜଦି ଚାହିଁବ ଅମୃତ ଝରିବ
ସେ ଜଦି ଚାହିଁବ ଅମୃତ ଝରିବ
ପଥର ହୋଇବ ପାଣି
ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ



ପଦ୍ମରେ ଶୋଭିତା ପଦ୍ମ ନୟନା
ଦେଖିପାରେ ନାହିଁ ଦୁଃଖ ଯାତନା
ଯାହାକୁ ମାନନ୍ତି ଜଗତ ପତି
ଯାହା ପାଇଁ ନାହିଁ ଜାତି ଅଜାତି
ରାଜାଠୁ ଭିକାରି ଯୋଗୀଠୁ ସଂସାରୀ
ରାଜାଠୁ ଭିକାରି ଯୋଗୀଠୁ ସଂସାରୀ
କିଏ ନୁହଁ ତାର ଋଣୀ

ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ଜଦି ଚାହିଁବ ରାଣୀ କରି ଦବ
ସେ ଜଦି ଚାହିଁବ ରାଣୀ କରି ଦବ
ନ ଚାହିଁଲେ ଭିକାରୁଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ


Se Ta Baunu Bhandara Rani Odia Song Lyrics In Odia Font


Thank You

Comments