Tame Achha Boli Odia Song Lyrics In Odia Font

ODIA SONG LYRICS

ତମେ ଅଛ ବୋଲି ଠାକୁରେ

Tame Achha Boli Thakure Odia Song Lyrics In Odia Language

ତମେ ଅଛ ବୋଲି ଠାକୁରେ
ତମେ ଅଛ ବୋଲି ଠାକୁରେ
ତମେ ଅଛ ବୋଲି ଠାକୁରେ
ତମେ ଅଛ ବୋଲି ଠାକୁରେ
ଯେମିତି ମୁଁ ଅଛି ଭଲରେ ମୁଁ ଅଛି
ଯେମିତି ମୁଁ ଅଛି ଭଲରେ ମୁଁ ଅଛି
ଛୋଟ ମୋର ପରିବାରେ
ସୁଖରେ ଦୁଃଖରେ ହସରେ ଲୁହରେ
ସୁଖରେ ଦୁଃଖରେ ହସରେ ଲୁହରେ
ତମେ ଅଛ ବୋଲି ଠାକୁରେ
ତମେ ଅଛ ବୋଲି ଠାକୁରେ


ଦେଲ ନାହିଁ ପୁଅ ଦେଲ ଦୁଇ ଝିଅ
ଦିନ ମୋର ବିତେ ଚାହିଁ ତାଙ୍କ ମୁହଁ
ଘରଣୀଟେ ଦେଲ ଭାରି ନୀରୀମାଖି
ମୋ ଘର ଚଳାଏ ସବୁ ଜଗିରଖି
ତମେ ହେଲ ବୋଲି ବାଟସାଥୀ ମୋର
ତମେ ହେଲ ବୋଲି ବାଟସାଥୀ ମୋର
ଚିନ୍ତା ନାହିଁ କୋଉଥିରେ
ଶୀତରେ ଖରାରେ ନିଆଁରେ ପାଣିରେ
ଶୀତରେ ଖରାରେ ନିଆଁରେ ପାଣିରେ
ତମେ ଅଛ ବୋଲି ଠାକୁରେ
ତମେ ଅଛ ବୋଲି ଠାକୁରେ


ବଞ୍ଚିବାର ଆଶା କାଲିଥିଲା ନାହିଁ
ଯମ ଫେରିଗଲା ଦେଲ ହେ ଅନେଇ
ଅମେଇସା ନାହିଁ ଆସିଲା ପୁନେଇଁ
ମୋ ସଂସାରେ ହସ ଦେଲ ହେ ଖେଳେଇ
ଥିବ ହେ ଠାକୁରେ ପଛରେ ପଛରେ
ଥିବ ହେ ଠାକୁରେ ପଛରେ ପଛରେ
ଜଦି କେବେ ଝୁଣ୍ଟି ପଡେ
ବାଟରେ ଘାଟରେ ଅଥବା ଶେଷରେ
ବାଟରେ ଘାଟରେ ଅଥବା ଶେଷରେ
ତମେ ଅଛ ବୋଲି ଠାକୁରେ
ତମେ ଅଛ ବୋଲି ଠାକୁରେ

ତମେ ଅଛ ବୋଲି ଠାକୁରେ
ତମେ ଅଛ ବୋଲି ଠାକୁରେ
ଯେମିତି ମୁଁ ଅଛି ଭଲରେ ମୁଁ ଅଛି
ଯେମିତି ମୁଁ ଅଛି ଭଲରେ ମୁଁ ଅଛି
ଛୋଟ ମୋର ପରିବାରେ
ସୁଖରେ ଦୁଃଖରେ ହସରେ ଲୁହରେ
ସୁଖରେ ଦୁଃଖରେ ହସରେ ଲୁହରେ

Tame Achha Boli Thakure Odia Song Lyrics In Odia Font


Thank You

Comments