Tate Bata Mangalaru Odia Song Lyrics In Odia Font

ODIA SONG LYRICS

ତତେ ବାଟ ମଙ୍ଗଳାରୁ ଦଣ୍ଡବତ
ତତେ ଅଠର ନଳାରୁ ଦଣ୍ଡବତ

Tate Bata Mangalaru Dandabata Odia Song Lyrics In Odia Language

ତତେ ବାଟ ମଙ୍ଗଳାରୁ ଦଣ୍ଡବତ
ତତେ ଅଠର ନଳାରୁ ଦଣ୍ଡବତ
ତତେ ବାଟ ମଙ୍ଗଳାରୁ ଦଣ୍ଡବତ
ତତେ ଅଠର ନଳାରୁ ଦଣ୍ଡବତ
ତତେ ସିଂହ ଦୁଆରରୁ ଦଣ୍ଡବତ
ତତେ ଗରୁଡ ପଛରୁ ଦଣ୍ଡବତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ତତେ ବାଟ ମଙ୍ଗଳାରୁ ଦଣ୍ଡବତ
ତତେ ଅଠର ନଳାରୁ ଦଣ୍ଡବତ



ତୋର ଅଧା ପାଦେ ଆହା
ମୋର ବନ୍ଧା ପ୍ରାଣ ନାଆ
ତୋର ଅଧା ପାଦେ ଆହା
ମୋର ବନ୍ଧା ପ୍ରାଣ ନାଆ
ଆସୁ ଯେତେ ଝଡ ବାଆ
ଜାଣେ ତୁହି ମୋର ସାହା
ମୁଁ ଟଳମଳ ତୁ ମୋର ବଳ
ଏଇ ଭବ ଜଳ ତୁ ମୋର କୁଳ
ମୋର ବେଳ ଆସି ହେଲା ରତରତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ତତେ ବାଟ ମଙ୍ଗଳାରୁ ଦଣ୍ଡବତ
ତତେ ଅଠର ନଳାରୁ ଦଣ୍ଡବତ



ମୋ ଜୀବନ ସଞ୍ଜ ଦୀପ
ଶ୍ରୀମନ୍ଦିରେ ସମର୍ପିତ
ମୋ ଜୀବନ ସଞ୍ଜ ଦୀପ
ଶ୍ରୀମନ୍ଦିରେ ସମର୍ପିତ
ଚାହେଁ ତୋର କଳା ମୁଖ
ସତେ ହେବ ନିର୍ବପିତ
ମୁଁ କ୍ଷୁଦ୍ର ଅତି ତୁ ମହା ଜ୍ୟୋତି
ମୁଁ ଦେଲେ ପୋଛି ମୋ ଭୟ ହିତି 
ଆଜି ପୁରିଗଲା ମୋ ମନ ରତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ

ତତେ ବାଟ ମଙ୍ଗଳାରୁ ଦଣ୍ଡବତ
ତତେ ଅଠର ନଳାରୁ ଦଣ୍ଡବତ
ତତେ ସିଂହ ଦୁଆରରୁ ଦଣ୍ଡବତ
ତତେ ଗରୁଡ ପଛରୁ ଦଣ୍ଡବତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ


Tate Bata Mangalaru Dandabata Odia Song Lyrics In Odia Font


Thank You

Comments