Thakamana Chala Jiba Odia Song Lyrics In Odia Font

ODIA SONG LYRICS

ଥକାମନ ଚାଲ ଯିବା
ଚକାନୟନ ଦେଖିବା

Thakamana Chala Jiba Odia Song Lyrics In Odia Language

ଥକାମନ ଚାଲ ଯିବା
ଚକାନୟନ ଦେଖିବା
ଥକାମନ ଚାଲ ଯିବା
ଚକାନୟନ ଦେଖିବା
ଶଙ୍ଖନାଭି ମଣ୍ଡଳରେ
ବେନି ନେତ୍ର ପଖାଳିବା
ଥକାମନ ଚାଲ ଯିବା
ଚକାନୟନ ଦେଖିବା


ବାଟରେ ବାଟ ମଙ୍ଗଳା
ଦେଖିବା ଅଠର ନଳା
ପାଞ୍ଚ ମନ ଏକ ମେଳା
ନରେନ୍ଦ୍ର ସ୍ନାହାନ କରିବା
ଥକାମନ ଚାଲ ଯିବା
ଚକାନୟନ ଦେଖିବା


ପହଞ୍ଚିବା ବଡ ଦାଣ୍ଡେ
ସେରେଣୁ ପାଇବା ତୁଣ୍ଡେ
ଛତା ତଳେ ରହି ଦଣ୍ଡେ
ସାଧୁଙ୍କ ସେବା କରିବା
ଥକାମନ ଚାଲ ଯିବା
ଚକାନୟନ ଦେଖିବା


ବାଇଶି ପାବଛେ ପିକା
ହେଉଛି କୈବଲ୍ୟ ଚଖା
ଖଣ୍ଡିକ ପଡେ ସିଉକ
ମନ ରଙ୍କ ଛଡ଼ାଇବା
ଥକାମନ ଚାଲ ଯିବା
ଚକାନୟନ ଦେଖିବା


ଗରୁଡ ପଛରେ ଦେଖ
ଦିଶୁଛି କଳା ଶ୍ରୀମୁଖ
କହଇ ସାରି ଅଭେଗ
ବଳରାମଙ୍କୁ କହିବା 
ଥକାମନ ଚାଲ ଯିବା
ଚକାନୟନ ଦେଖିବା

ଥକାମନ ଚାଲ ଯିବା
ଚକାନୟନ ଦେଖିବା
ଶଙ୍ଖନାଭି ମଣ୍ଡଳରେ
ବେନି ନେତ୍ର ପଖାଳିବା
ଥକାମନ ଚାଲ ଯିବା
ଚକାନୟନ ଦେଖିବା
ଥକାମନ ଚାଲ ଯିବା
ଚକାନୟନ ଦେଖିବା

Thakamana Chala Jiba Chakanayana Dekhiba Odia Song Lyrics In Odia Font

Thank You


Comments