To Lagi Gopa Danda Odia Song Lyrics In Odia Font

ODIA SONG LYRICS

ତୋ ଲାଗି ଗୋପ ଦାଣ୍ଡ ମନାରେ
କାଳିଆ ସୁନା

To Lagi Gopa Danda Manare Odia Song Lyrics In Odia Language

ତୋ ଲାଗି ଗୋପ ଦାଣ୍ଡ ମନାରେ
କାଳିଆ ସୁନା
ତୋ ଲାଗି ନ ଯିବି ଯମୁନାରେ
କାଳିଆ ସୁନା
ତୋ ଲାଗି ଗୋପ ଦାଣ୍ଡ ମନା


ନିତି ଏହି ବାଟେ ଯାଉରେ କାଳିଆ
ନିତି ଏହି ବାଟେ ଯାଉ
ନିତି ଏହି ବାଟେ ଯାଉରେ କାଳିଆ
ନିତି ଏହି ବାଟେ ଯାଉ
ହାଟର କଉଡ଼ି ମାଗିଲେ କାଳିଆ
ହାଟର କଉଡ଼ି ମାଗିଲେ କାଳିଆ
ମୁରଲୀ ବଜାଉ ଥାଉରେ
କାଳିଆ ସୁନା
ତୋ ଲାଗି ଗୋପ ଦାଣ୍ଡ ମନାରେ
କାଳିଆ ସୁନା
ତୋ ଲାଗି ଗୋପ ଦାଣ୍ଡ ମନା


ତୁହି ବଡଘର ପୁଅରେ କାଳିଆ
ମୁହିଁ ବଡଘର ବୋହୂ
ତୁହି ବଡଘର ପୁଅରେ କାଳିଆ
ମୁହିଁ ବଡଘର ବୋହୂ
ସରମ ତୋ ମୂଖେ ନାହିଁରେ କାଳିଆ
ସରମ ତୋ ମୂଖେ ନାହିଁରେ କାଳିଆ
ମରମ କଥା ତୁ କହୁରେ
କାଳିଆ ସୁନା
ତୋ ଲାଗି ଗୋପ ଦାଣ୍ଡ ମନାରେ
କାଳିଆ ସୁନା
ତୋ ଲାଗି ଗୋପ ଦାଣ୍ଡ ମନା


ତୁହି ଅଟୁ ନନ୍ଦ ଚାଟରେ କାଳିଆ
ତୁହି ଅଟୁ ନନ୍ଦ ଚାଟ
ତୁହି ଅଟୁ ନନ୍ଦ ଚାଟରେ କାଳିଆ
ତୁହି ଅଟୁ ନନ୍ଦ ଚାଟ
ମଥୁରା ହାଟକୁ ଦଧି ବିକି ଗଲେ
ମଥୁରା ହାଟକୁ ଦଧି ବିକି ଗଲେ
ନିତି ମାଗୁଥାଉ ଘାଟରେ
କାଳିଆ ସୁନା 
ତୋ ଲାଗି ଗୋପ ଦାଣ୍ଡ ମନାରେ
କାଳିଆ ସୁନା
ତୋ ଲାଗି ଗୋପ ଦାଣ୍ଡ ମନାରେ
କାଳିଆ ସୁନା
ତୋ ଲାଗି ନ ଯିବି ଯମୁନାରେ
କାଳିଆ ସୁନା
ତୋ ଲାଗି ଗୋପ ଦାଣ୍ଡ ମନା

To Lagi Gopa Danda Odia Song Lyrics In Odia Font

Thank You


Comments