Dharma Kanduchi Maa Odia Song Lyrics In Odia Font

ODIA SONG LYRICS

ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡିଚି

Dharma Kanduchi Maa Odia Song Lyrics In Odia Language

ହୋ ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡିଚି
ତୋ ଆଖି ଆଗରେ ପୁଣ୍ୟ ଦି ହାତରେ
ତୋ ଆଖି ଆଗରେ ପୁଣ୍ୟ ଦି ହାତରେ
ବେଡି ପଡିଚି ମାଆ ବେଡି ପଡିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡିଚି



ଧର୍ମ ଭରସାରେ ଯିଏ କରିଚି ଘର
ଦଇବ ଖେଳେ ତା ଭାଗ୍ୟ ସାଥିରେ ଖେଳ
ବରସକ ବାର ମାସ ଦୁଃଖ ଜଞ୍ଜାଳ
ଧରୁ ଧରୁ ଭାଙ୍ଗିଯାଏ ପୁଣ୍ୟର ଡାଳ
ଅନ୍ଧାର ବାଟରେ ଅସତ୍ୟ ହାଟରେ
ଅନ୍ଧାର ବାଟରେ ଅସତ୍ୟ ହାଟରେ
ଭିଡ ଲାଗିଚି ମାଆ ଭିଡ ଲାଗିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡିଚି



ତୋ ଆଖି ଆଗରେ ଜଦି ବଢିଲା ପାପ
ଲିଭେଇଦେ ମାଆ ତୋର ଦେଉଳ ଦୀପ
ଜଦି ନ ଶୁଭିବ ତତେ ଭକତ ଡାକ
ମାଆ ହୋଇ ଲାଗିବ ତୋ ନାମେ କଳଙ୍କ
ସାହା ହୁଅ ମାଆ ପାଷାଣ ପ୍ରତିମା
ସାହା ହୁଅ ମାଆ ପାଷାଣ ପ୍ରତିମା
ଦୁଃଖ ପଡିଚି ମାଆ ଦୁଃଖ ପଡିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡିଚି

ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡିଚି
ତୋ ଆଖି ଆଗରେ ପୁଣ୍ୟ ଦି ହାତରେ
ତୋ ଆଖି ଆଗରେ ପୁଣ୍ୟ ଦି ହାତରେ
ବେଡି ପଡିଚି ମାଆ ବେଡି ପଡିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡିଚି


Dharma Kanduchi Maa Odia Song Lyrics In Odia Font


Thank You

Comments