Guhari Suna Bhagabana Odia Song Lyrics In Odia Font

ODIA SONG LYRICS

ଗୁହାରି ଶୁଣ ଭଗବାନ
ବଧିର ହେଲକି ନଶୁଣ

Guhari Suna Bhagabana Odia Song Lyrics In Odia Language

ଗୁହାରି ଶୁଣ ଭଗବାନ
ବଧିର ହେଲକି ନଶୁଣ
ଗୁହାରି ଶୁଣ ଭଗବାନ
ବଧିର ହେଲକି ନଶୁଣ
ଶୁଣ ଥରେ ମୋର ଜଣାଣ
ଶୁଣ ଥରେ ମୋର ଜଣାଣ
ବଧିର ହେଲକି ନଶୁଣ
ଗୁହାରି ଶୁଣ ଭଗବାନ
ବଧିର ହେଲକି ନଶୁଣ


ଗଭୀର ଜଳରେ ଗଜ ଡାକ ଦେଲା
ଚକ୍ରପେଶୀ ଗ୍ରହ ନାଶିଲେ ଆପଣ
ଗହନ ବନରେ ହରିଣୀ ଡାକିଲା
ଘୋର ବିପତ୍ତିରୁ କଲ ହେ ତାରଣ
ମୋ ପାଇଁକି ହେଲ ପାଷାଣ
ଗୁହାରି ଶୁଣ ଭଗବାନ
ବଧିର ହେଲକି ନଶୁଣ
ଗୁହାରି ଶୁଣ ଭଗବାନ
ବଧିର ହେଲକି ନଶୁଣ


ପ୍ରହଲ୍ଲାଦ ଡାକେ ନରସିଂହ ରୂପ
କରିଥିଲ ପରା ତୁମେ ହେ ଧାରଣ
କୁରୁ ସଭା ତଳେ ଦ୍ରୌପଦୀ ଡାକିଲେ
ରକ୍ଷା କଲ ପ୍ରଭୁ ଅବଳାର ମାନ
ଦୁଃଖ ମୋର କର ମୋଚନ
ଗୁହାରି ଶୁଣ ଭଗବାନ
ବଧିର ହେଲକି ନଶୁଣ

ଗୁହାରି ଶୁଣ ଭଗବାନ
ବଧିର ହେଲକି ନଶୁଣ
ଶୁଣ ଥରେ ମୋର ଜଣାଣ
ଶୁଣ ଥରେ ମୋର ଜଣାଣ
ବଧିର ହେଲକି ନଶୁଣ
ଗୁହାରି ଶୁଣ ଭଗବାନ
ବଧିର ହେଲକି ନଶୁଣ
ଗୁହାରି ଶୁଣ ଭଗବାନ
ବଧିର ହେଲକି ନଶୁଣ
ବଧିର ହେଲକି ନଶୁଣ
ବଧିର ହେଲକି ନଶୁଣ

Guhari Suna Bhagabana Odia Song Lyrics In Odia Font


Thank You

Comments

Kailash said…
जय जगननाथ