Luha Mate Deichu Maa Odia Song Lyrics In Odia Font

ODIA SONG LYRICS

ଲୁହ ମତେ ଦେଇଚୁ ମାଆ
ତୋ ପାଦ ଧୋଇବି ବୋଲି

Luha Mate Deichu Maa Odia Song Lyrics In Odia Language

ଲୁହ ମତେ ଦେଇଚୁ ମାଆ
ତୋ ପାଦ ଧୋଇବି ବୋଲି
ତୋ ପାଦ ଧୋଇବି ବୋଲି
ଦୁଃଖ ମତେ ଦେଇଚୁ ମାଆ
ତତେ ମୁଁ ଡାକିବି ବୋଲି
ତତେ ମୁଁ ଡାକିବି ବୋଲି
ଅଭାବରେ ରଖିଚୁ ମାଆ
ତତେ ମୁଁ ମାଗିବି ବୋଲି
ଅଭାବରେ ରଖିଚୁ ମାଆ
ତତେ ମୁଁ ମାଗିବି ବୋଲି
ତତେ ମୁଁ ମାଗିବି ବୋଲି
ଲୁହ ମତେ ଦେଇଚୁ ମାଆ
ତୋ ପାଦ ଧୋଇବି ବୋଲି
ତୋ ପାଦ ଧୋଇବି ବୋଲି


ଲୁହରେ ମୁଁ ନିତି ତୋ ମୁହଁ ଦେଖୁଚି
ଦୁଃଖରେ ଥାଇବି ସୁଖ ମୁଁ ପାଉଚି
ଲୁହରେ ମୁଁ ନିତି ତୋ ମୁହଁ ଦେଖୁଚି
ଦୁଃଖରେ ଥାଇବି ସୁଖ ମୁଁ ପାଉଚି
ପର ମତେ କରିଚୁ ମାଆ
ତତେ ମୁଁ ପୂଜିବି ବୋଲି
ତତେ ମୁଁ ପୂଜିବି ବୋଲି
ଦୂର ମତେ କରିଚୁ ମାଆ
ତତେ ମୁଁ ଖୋଜିବି ବୋଲି
ଦୂର ମତେ କରିଚୁ ମାଆ
ତତେ ମୁଁ ଖୋଜିବି ବୋଲି
ତତେ ମୁଁ ଖୋଜିବି ବୋଲି
ଲୁହ ମତେ ଦେଇଚୁ ମାଆ
ତୋ ପାଦ ଧୋଇବି ବୋଲି
ତୋ ପାଦ ଧୋଇବି ବୋଲି


ଅଭାବରେ ଥାଇ ତୋ ଭାବ ପାଇଚି
ସେ ଭାବରେ କେତେ ଲାଭ ମୁଁ ଜାଣିଚି
ଅଭାବରେ ଥାଇ ତୋ ଭାବ ପାଇଚି
ସେ ଭାବରେ କେତେ ଲାଭ ମୁଁ ଜାଣିଚି
ଭଙ୍ଗା ଘରେ ରଖିଚୁ ମାଆ
ତୋ ଦୁଆରେ ଯିବି ବୋଲି
ତୋ ଦୁଆରେ ଯିବି ବୋଲି
ଭବ ଜଳେ ଭସେଇଚୁ
ତତେ ମୁଁ ଭଜିବି ବୋଲି
ଭବ ଜଳେ ଭସେଇଚୁ
ତତେ ମୁଁ ଭଜିବି ବୋଲି
ତତେ ମୁଁ ଭଜିବି ବୋଲି
ଲୁହ ମତେ ଦେଇଚୁ ମାଆ
ତୋ ପାଦ ଧୋଇବି ବୋଲି
ତୋ ପାଦ ଧୋଇବି ବୋଲି
ଦୁଃଖ ମତେ ଦେଇଚୁ ମାଆ
ତତେ ମୁଁ ଡାକିବି ବୋଲି
ତତେ ମୁଁ ଡାକିବି ବୋଲି

Luha Mate Deichu Maa Odia Song Lyrics In Odia Font


Thank You

Comments