Mana Pakhi Jhure Odia Song Lyrics In Odia Font

ODIA SONG LYRICS

ମନ ପକ୍ଷୀ ଝୁରେ କାଳିଆରେ
ଯାଆନ୍ତି ତୋ ପାଖକୁ ଉଡି

Mana Pakhi Jhure Kaliare Odia Song Lyrics In Odia Language

ମନ ପକ୍ଷୀ ଝୁରେ କାଳିଆରେ
ମନ ପକ୍ଷୀ ଝୁରେ କାଳିଆରେ
ଯାଆନ୍ତି ତୋ ପାଖକୁ ଉଡି
ଯାଆନ୍ତି ତୋ ପାଖକୁ ଉଡି
ଡେଣା ନାହିଁ ମୋର ପଥ ତୋର ଦୂର
ଡେଣା ନାହିଁ ମୋର ପଥ ତୋର ଦୂର
ହାତରେ ନାହିଁ କଉଡ଼ି
ମନ ପକ୍ଷୀ ଝୁରେ କାଳିଆରେ
ମନ ପକ୍ଷୀ ଝୁରେ କାଳିଆରେ
ଯାଆନ୍ତି ତୋ ପାଖକୁ ଉଡି
ଯାଆନ୍ତି ତୋ ପାଖକୁ ଉଡି


ପାହାଚଟେ ହେଇ ପଡି ରହନ୍ତି କି
ବାଇଶି ପାହାଚ ତଳେ
ଶ୍ରୀଚରଣ ଧୂଳି ପଡୁ ଥିବ ଝରି
ଶ୍ରୀ ଗୁଣ୍ଡିଚା ଯାତ ବେଳେ
ପାହାଚଟେ ହେଇ ପଡି ରହନ୍ତି କି
ବାଇଶି ପାହାଚ ତଳେ
ବାଇଶି ପାହାଚ ତଳେ
ଶ୍ରୀଚରଣ ଧୂଳି ପଡୁ ଥିବ ଝରି
ଶ୍ରୀ ଗୁଣ୍ଡିଚା ଯାତ ବେଳେ
ଶ୍ରୀ ଗୁଣ୍ଡିଚା ଯାତ ବେଳେ
ତୋ ରଥ ଦଉଡି କରିଥାନ୍ତୁ ଜଦି
ତୋ ରଥ ଦଉଡି କରିଥାନ୍ତୁ ଜଦି
ଭକତେ ନିଅନ୍ତେ ଭିଡି
ମନ ପକ୍ଷୀ ଝୁରେ କାଳିଆରେ
ମନ ପକ୍ଷୀ ଝୁରେ କାଳିଆରେ
ଯାଆନ୍ତି ତୋ ପାଖକୁ ଉଡି
ଯାଆନ୍ତି ତୋ ପାଖକୁ ଉଡି


ହୋଇଥାନ୍ତି ଜଦି କୋଇଲି ବୈକୁଣ୍ଠ
ବଗିଚା ତୁଳସୀ ଟିଏ
କଳା ଶ୍ରୀଅଙ୍ଗରେ ଲାଗି ରହିଥାନ୍ତି
ସକାଳରୁ ସଞ୍ଜ ଯାଏଁ
ହୋଇଥାନ୍ତି ଜଦି କୋଇଲି ବୈକୁଣ୍ଠ
ବଗିଚା ତୁଳସୀ ଟିଏ
ବଗିଚା ତୁଳସୀ ଟିଏ
କଳା ଶ୍ରୀଅଙ୍ଗରେ ଲାଗି ରହିଥାନ୍ତି
ସକାଳରୁ ସଞ୍ଜ ଯାଏଁ
ସକାଳରୁ ସଞ୍ଜ ଯାଏଁ
ଘାସ ଫୁଲଟିଏ କରିଥାନ୍ତୁ ଜଦି
ଘାସ ଫୁଲଟିଏ କରିଥାନ୍ତୁ ଜଦି
ଭକତେ ଚାଲନ୍ତେ ମାଡି

ମନ ପକ୍ଷୀ ଝୁରେ କାଳିଆରେ
ମନ ପକ୍ଷୀ ଝୁରେ କାଳିଆରେ
ଯାଆନ୍ତି ତୋ ପାଖକୁ ଉଡି
ଯାଆନ୍ତି ତୋ ପାଖକୁ ଉଡି
ଡେଣା ନାହିଁ ମୋର ପଥ ତୋର ଦୂର
ଡେଣା ନାହିଁ ମୋର ପଥ ତୋର ଦୂର
ହାତରେ ନାହିଁ କଉଡ଼ି
ମନ ପକ୍ଷୀ ଝୁରେ କାଳିଆରେ
ମନ ପକ୍ଷୀ ଝୁରେ କାଳିଆରେ
ଯାଆନ୍ତି ତୋ ପାଖକୁ ଉଡି
ଯାଆନ୍ତି ତୋ ପାଖକୁ ଉଡି
ଯାଆନ୍ତି ତୋ ପାଖକୁ ଉଡି
ଯାଆନ୍ତି ତୋ ପାଖକୁ ଉଡି

Mana Pakhi Jhure Kaliare Odia Song Lyrics In Odia Font


Thank You

Comments