Neija Re Megha Mate Sad Odia Song Lyrics In Odia Font

ODIA SONG LYRICS

ନେଇଯା ରେ ମେଘ ମତେ
ଦେ ଛାଡି ସେଇ ଦେଶେ

Neija Re Megha Mate Sad Odia Song Lyrics In Odia Language

ନେଇଯା ରେ...ମେଘ ମତେ
ଦେ ଛାଡି ସେଇ ଦେଶେ
ମୋ ପ୍ରିୟ ପାଶେ
ନେଇଯା ରେ...ମେଘ ମତେ
ଦେ ଛାଡି ସେଇ ଦେଶେ
ମୋ ପ୍ରିୟ ପାଶେ
ନେଇଯା ରେ...ମେଘ ମତେ



ମେଘ ସିନା ତୁହି ଚତୋକର ଲାଗି
ଝର ଝର ଯାଉ ବରଷି
ସାଥି ବିନା ଆଜି ଯାଉଚିରେ ଶୁଖି
ମୋ ଜୀବନ ନୀଳ ସରସୀ
ଆଷାଢ଼ ଶ୍ରାବଣ ଏ ନୟନ ଦୁଇ
ହେଲେ ମନ ମୋର ପ୍ରିୟ ସେ
ନେଇଯା ରେ...ମେଘ ମତେ



ସାଥି ବିନା ଆଜି ପାରୁନିରେ ଉଡି
ପଥ କାହିଁ ମୋର ଜାଣେନା
ଏତେ ବଡ ଏଇ ଦୁନିଆରେ ମତେ
ଏକା ଏକା ଭଲ ଲାଗେନା
ଦିନ ମୋର ଏଠି ମରୁ ବାଲି ପୁଣି
ରାତି ଦିଏ ଯେତେ ଯାତନା

ନେଇଯା ରେ...ମେଘ ମତେ
ଦେ ଛାଡି ସେଇ ଦେଶେ
ମୋ ପ୍ରିୟ ପାଶେ
ନେଇଯା ରେ...ମେଘ ମତେ
ଦେ ଛାଡି ସେଇ ଦେଶେ
ମୋ ପ୍ରିୟ ପାଶେ
ନେଇଯା ରେ...ମେଘ ମତେ



Neija Re Megha Mate Sad Odia Song Lyrics In Odia Font


Thank You

Comments