Jagannatha Ho Odia Song Lyrics In Odia Font

ODIA SONG LYRICS

ଜଗନ୍ନାଥ.....ହୋ.....
କିଛି ମାଗୁ ନାହିଁ ତୋତେ

Jagannatha Ho Kichhi Magu Nahi Tote Odia Song Lyrics In Odia Font

ଜଗନ୍ନାଥ.....ହୋ.....
କିଛି ମାଗୁ ନାହିଁ ତୋତେ
ହେ.....ଜଗନ୍ନାଥ...

ଜଗନ୍ନାଥ.....ହୋ.....
କିଛି ମାଗୁ ନାହିଁ ତୋତେ
ହେ.....ଜଗନ୍ନାଥ...
ଧନ ମାଗୁ ନାହିଁ ଜନ ମାଗୁ ନାହିଁ
ଧନ ମାଗୁ ନାହିଁ ଜନ ମାଗୁ ନାହିଁ
ମାଗୁଛି ଶରଧା ବାଲିରୁ ହାତେ ଏ.....
ଜଗନ୍ନାଥ.....ହୋ.....
କିଛି ମାଗୁ ନାହିଁ ତୋତେ


ଆନ ଦରଶନ ନଲୋଡି ନୟନ
ଏକା ତୁମ୍ଭ ଦେଖା ବିନା ଆ.....
ଶୁଣିବାକୁ କାନ ନ ଇଛଇ ଆନ
ତୁମ୍ଭ ଚରିତେ କାମନା ଆ.....
ଜଗନ୍ନାଥ.....ହୋ.....
କିଛି ମାଗୁ ନାହିଁ ତୋତେ
ହେ.....ଜଗନ୍ନାଥ...


ମୋ ହସ୍ତ ଆଙ୍ଗୁଳି ରାମ ବନମାଳି
ହରେକୃଷ୍ଣ ଜପୁ ଥାଉ ଉ.....
ବୋଲେ ବନମାଳି ମୋ ବେନି ଚରଣ
ତୋ ତୀର୍ଥ ଭ୍ରମଣେ ଧାଉଁ ଉଁ.....
ଜଗନ୍ନାଥ.....ହୋ.....
କିଛି ମାଗୁ ନାହିଁ ତୋତେ ଏ.....
ଜଗନ୍ନାଥ.....
ଧନ ମାଗୁ ନାହିଁ ଜନ ମାଗୁ ନାହିଁ
ମାଗୁଛି ଶରଧା ବାଲିରୁ ହାତେ ଏ.....
ଜଗନ୍ନାଥ.....ହୋ.....
କିଛି ମାଗୁ ନାହିଁ ତୋତେ
କିଛି ମାଗୁ ନାହିଁ ତୋତେ
କିଛି ମାଗୁ ନାହିଁ ତୋତେ

Jagannatha Ho Kichhi Magu Nahi Tote Odia Song Lyrics In Odia Language


Thank You


Comments