Janhare Janha Odia Song Lyrics In Odia Font

ODIA SONG LYRICS

ଜହ୍ନରେ ଜହ୍ନ ଜହ୍ନରେ ଜହ୍ନ

Janhare Janha Odia Song Lyrics In Odia Language

ଜହ୍ନରେ ଜହ୍ନ ଜହ୍ନରେ ଜହ୍ନ
ଜହ୍ନରେ ଜହ୍ନ ଜହ୍ନରେ ଜହ୍ନ
ପୁନେଇ ରାତିର ରୂପା ଚାନ୍ଦିନୀରେ
ତୋ ସାଥେ ଖେଳିବ ବୋଲି
ମୋ ପ୍ରିୟା ମୋ ପ୍ରିୟା
ମୋ ପ୍ରିୟା ମୋ ପ୍ରିୟା
କରୁଛି ଅଳି ହାଏ କରୁଛି ଅଳି
କରୁଛି ଅଳି ହାଏ କରୁଛି ଅଳି
ଜହ୍ନରେ ଜହ୍ନ ଜହ୍ନରେ ଜହ୍ନ



ମୋ ପ୍ରିୟା ଆଖିରେ ନିଦ ତ ନାହିଁରେ
ଶୋଇ ଶୋଇ ମୋ ଛାତିରେ
ଦେଖୁଛି ସପନ ହାଏ 
ପଚାରେ ସେ ମତେ ଖେଳିବି କା ସାଥେ
ଆଣିଦିଅ ତମେ ମତେ ସରଗର ଜହ୍ନ
ହୁଁ ମୋ ପ୍ରିୟା ଆଖିରେ ନିଦ ତ ନାହିଁରେ
ଶୋଇ ଶୋଇ ମୋ ଛାତିରେ
ଦେଖୁଛି ସପନ 
ପଚାରେ ସେ ମତେ ଖେଳିବି କା ସାଥେ
ଆଣିଦିଅ ତମେ ମତେ ସରଗର ଜହ୍ନ
ତା ସରୁ ଓଠରେ ନାଲି ହସ ଧାରେ
ତତେ ପାଇ ଯିବ ଖେଳି
ମୋ ପ୍ରିୟା ମୋ ପ୍ରିୟା
ମୋ ପ୍ରିୟା ମୋ ପ୍ରିୟା
କରୁଛି ଅଳି ହାଏ କରୁଛି ଅଳି
କରୁଛି ଅଳି ହାଏ କରୁଛି ଅଳି
ଜହ୍ନରେ ଜହ୍ନ ଜହ୍ନରେ ଜହ୍ନ



ହସିଲେ ମୋ ପ୍ରିୟା ହସେ ମୋ ଦୁନିଆ
ଋଷିଗଲେ ଫିକା ଫିକା
ଲାଗେ ଏ ଜୀବନ ହାଏ
କିଛି ସେ ବୁଝେନି ଅବୁଝା ମାନିନୀ
ତା ଓଠରେ ହସ ଧାରେ ଦେଇଯାରେ ଜହ୍ନ
ହଁ ହସିଲେ ମୋ ପ୍ରିୟା ହସେ ମୋ ଦୁନିଆ
ଋଷିଗଲେ ଫିକା ଫିକା
ଲାଗେ ଏ ଜୀବନ
କିଛି ସେ ବୁଝେନି ଅବୁଝା ମାନିନୀ
ତା ଓଠରେ ହସ ଧାରେ ଦେଇଯାରେ ଜହ୍ନ
ଭସା ବାଦଲର ସାଙ୍ଗରେ ମିଶି ତୁ
ଖେଳୁ ସିନା ଲୁଚକାଳି
ମୋ ପ୍ରିୟା ମୋ ପ୍ରିୟା
ମୋ ପ୍ରିୟା ମୋ ପ୍ରିୟା
କରୁଛି ଅଳି ହାଏ କରୁଛି ଅଳି
କରୁଛି ଅଳି ହାଏ କରୁଛି ଅଳି

ଜହ୍ନରେ ଜହ୍ନ ଜହ୍ନରେ ଜହ୍ନ
ଜହ୍ନରେ ଜହ୍ନ ଜହ୍ନରେ ଜହ୍ନ
ପୁନେଇ ରାତିର ରୂପା ଚାନ୍ଦିନୀରେ
ତୋ ସାଥେ ଖେଳିବ ବୋଲି
ମୋ ପ୍ରିୟା ମୋ ପ୍ରିୟା
ମୋ ପ୍ରିୟା ମୋ ପ୍ରିୟା
କରୁଛି ଅଳି ହାଏ କରୁଛି ଅଳି
କରୁଛି ଅଳି ହାଏ କରୁଛି ଅଳି


Janhare Janha Odia Song Lyrics In Odia Font


Thank You

Comments