Kanhure Bajana Tu Bainsire Odia Song Lyrics In Odia Font
ODIA SONG LYRICS
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
Kanhure Bajana Tu Bainsire Odia Song Lyrics In Odia Language
କାହ୍ନୁରେ...କାହ୍ନୁରେ...କାହ୍ନୁରେ...
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
ନା ପାରିବନି ରାଧା
ନା ପାରିବନି ରାଧା
ନା ପାରିବନି ରାଧା
ନା ପାରିବନି ରାଧା
ଆଉ କଳଙ୍କ ସହିରେ
କାହ୍ନୁରେ କାହ୍ନୁରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
ମଥାର ଓଢଣା ଟାଣି ନେଇ ଯାଉଛି
କେଡେ ଲାଜ କଥା
ମଥାର ଓଢଣା ଟାଣି ନେଇ ଯାଉଛି
କେଡେ ଲାଜ କଥା
ତୁ କାହୁଁ ବୁଝିବୁ ଗୋପ ଦାଣ୍ଡେ ରାଇ
କେମିତି ଟେକୁଛି ମଥା
ଯମୁନା କୂଳେ କଦମ୍ବ ମୂଳେ
ଯମୁନା କୂଳେ କଦମ୍ବ ମୂଳେ
ଧରା ପଡିଗଲା ପରେ
କାହ୍ନୁରେ କାହ୍ନୁରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
ଆଖି ବୁଜି ବୁଜି ନେସି ଦେଇଯାଉ
ଆଖିର କଜଳ ଗାର
ଆଖି ବୁଜି ବୁଜି ନେସି ଦେଇଯାଉ
ଆଖିର କଜଳ ଗାର
ତୁଚ୍ଛା ଅପବାଦ ରାଇ ସହେ ଖାଲି
ଏକି ଦୋଷ ନୁହେଁ ତୋର
ସବୁଠି ବାଧା ପ୍ରେମ ବି ଅଧା
ସବୁଠି ବାଧା ପ୍ରେମ ବି ଅଧା
ଧରା ପଡିଗଲା ପରେ
କାହ୍ନୁରେ କାହ୍ନୁରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ
ବଜାନା ତୁ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
ନା ପାରିବନି ରାଧା
ନା ପାରିବନି ରାଧା
ନା ପାରିବନି ରାଧା
ନା ପାରିବନି ରାଧା
ଆଉ କଳଙ୍କ ସହିରେ
କାହ୍ନୁରେ କାହ୍ନୁରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
ମଥାର ଓଢଣା ଟାଣି ନେଇ ଯାଉଛି
କେଡେ ଲାଜ କଥା
ମଥାର ଓଢଣା ଟାଣି ନେଇ ଯାଉଛି
କେଡେ ଲାଜ କଥା
ତୁ କାହୁଁ ବୁଝିବୁ ଗୋପ ଦାଣ୍ଡେ ରାଇ
କେମିତି ଟେକୁଛି ମଥା
ଯମୁନା କୂଳେ କଦମ୍ବ ମୂଳେ
ଯମୁନା କୂଳେ କଦମ୍ବ ମୂଳେ
ଧରା ପଡିଗଲା ପରେ
କାହ୍ନୁରେ କାହ୍ନୁରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
ଆଖି ବୁଜି ବୁଜି ନେସି ଦେଇଯାଉ
ଆଖିର କଜଳ ଗାର
ଆଖି ବୁଜି ବୁଜି ନେସି ଦେଇଯାଉ
ଆଖିର କଜଳ ଗାର
ତୁଚ୍ଛା ଅପବାଦ ରାଇ ସହେ ଖାଲି
ଏକି ଦୋଷ ନୁହେଁ ତୋର
ସବୁଠି ବାଧା ପ୍ରେମ ବି ଅଧା
ସବୁଠି ବାଧା ପ୍ରେମ ବି ଅଧା
ଧରା ପଡିଗଲା ପରେ
କାହ୍ନୁରେ କାହ୍ନୁରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ
ବଜାନା ତୁ ବଜାନା ତୁ ବଇଁଶୀରେ
Kanhure Bajana Tu Bainsire Odia Song Lyrics In Odia Font
Thank You
Comments