Maa To Padara Dhuli Odia Song Lyrics In Odia Font

ODIA SONG LYRICS

ମାଆ ତୋ ପାଦର ଧୂଳି
ଦେ ମୋ ମଥାରେ ବୋଳି

Maa To Padara Dhuli Odia Song Lyrics In Odia Language

ମାଆ ତୋ ପାଦର ଧୂଳି
ଦେ ମୋ ମଥାରେ ବୋଳି

ମାଆ ତୋ ପାଦର ଧୂଳି
ଦେ ମୋ ମଥାରେ ବୋଳି
ମାଆ ତୋ ପାଦର ଧୂଳି
ଦେ ମୋ ମଥାରେ ବୋଳି
ଜନମେ ଜନମେ ଗୁଣ ଗାଉଥିବି
ଜନମେ ଜନମେ ଗୁଣ ଗାଉଥିବି
କରି ତତେ ଜପା ମାଳି ମାଆ
କରି ତତେ ଜପା ମାଳି
ମାଆ ତୋ ପାଦର ଧୂଳି
ଦେ ମୋ ମଥାରେ ବୋଳି


ଜାଣେନା ପୂଜା ଜାଣେନା ମନ୍ତ୍ର
ତନ୍ତ୍ର ଜାଣେନା
ଜାଣିଛି ଯେବେ ଜାଣିଛି ଖାଲି
ତୁହି ମୋରି ମାଆ
ଜାଣେନା ପୂଜା ଜାଣେନା ମନ୍ତ୍ର
ତନ୍ତ୍ର ଜାଣେନା
ଜାଣିଛି ଯେବେ ଜାଣିଛି ଖାଲି
ତୁହି ମୋରି ମାଆ
ତୋରି ମନ୍ଦିରେ ଆସି
ତୋରି ମନ୍ଦିରେ ଆସି
ନିଜ ହାତରେ ତୋ ପାଖରେ
ଦେଇଛି ଦୀପ ଜାଳି
ନିଜ ହାତରେ ତୋ ପାଖରେ
ଦେଇଛି ଦୀପ ଜାଳି
ମାଆ ତୋ ପାଦର ଧୂଳି
ଦେ ମୋ ମଥାରେ ବୋଳି


ତୁହି ମା କର୍ମ ତୁହି ମା ଧର୍ମ
ଜଗତ ଜନନୀ
ଶାନ୍ତି ତୁହି ମା ଦୀପ୍ତି ତୁହି ମା
ଜଗତ ବନ୍ଦୀନି
ତୁହି ମା କର୍ମ ତୁହି ମା ଧର୍ମ
ଜଗତ ଜନନୀ
ଶାନ୍ତି ତୁହି ମା ଦୀପ୍ତି ତୁହି ମା
ଜଗତ ବନ୍ଦୀନି
ତୋରି ନାମକୁ ଧରି
ତୋରି ନାମକୁ ଧରି
କେତେ ଯେ ପାପୀ କେତେ ଯେ ତପି
ଯାଆନ୍ତି ଭବୁ ତରି
କେତେ ଯେ ପାପୀ କେତେ ଯେ ତପି
ଯାଆନ୍ତି ଭବୁ ତରି
ମାଆ ତୋ ପାଦର ଧୂଳି
ଦେ ମୋ ମଥାରେ ବୋଳି

ମାଆ ତୋ ପାଦର ଧୂଳି
ଦେ ମୋ ମଥାରେ ବୋଳି
ଜନମେ ଜନମେ ଗୁଣ ଗାଉଥିବି
ଜନମେ ଜନମେ ଗୁଣ ଗାଉଥିବି
କରି ତତେ ଜପା ମାଳି ମାଆ
କରି ତତେ ଜପା ମାଳି ମାଆ
କରି ତତେ ଜପା ମାଳି

Maa To Padara Dhuli Odia Song Lyrics In Odia Font

Thank You

Comments