Maa Tume Jagatara Odia Song Lyrics In Odia Font

ODIA SONG LYRICS

ମାଆ ତୁମେ ଜଗତର ସାହା ଭରଷା

Maa Tume Jagatara Saha Bharasa Odia Song Lyrics In Odia Language

ମାଆ ଗୋ...ମାଆ...ମାଆ...

ମାଆ ତୁମେ ଜଗତର ସାହା ଭରଷା
ମାଆ ତୁମେ ଜଗତର ସାହା ଭରଷା
କହିକି ପାରିବ ସତେ
କାହାକୁ କନ୍ଦାଇ କାହିଁ କାହାକୁ ହସାଅ
ମାଆ ତୁମେ ଜଗତର ସାହା ଭରଷା


ସଂସାରରେ ସବୁ ପରା ଅଟେ ତୁମ ଲୀଳା
କୂଳ ପାଏନାହିଁ ମାଆ ମୋ ମନର ଭେଳା
ସଂସାରରେ ସବୁ ପରା ଅଟେ ତୁମ ଲୀଳା
କୂଳ ପାଏନାହିଁ ମାଆ ମୋ ମନର ଭେଳା
ଏତେ ବଡ଼ ଦୁନିଆରେ କିଏବା କାହାର
ଏତେ ବଡ଼ ଦୁନିଆରେ କିଏବା କାହାର
କିଏବା ନିଜର ପୁଣି କାହାକୁ ମଣିବି ପର
 ଯେ ଧୂଳି ଘର
ମାଆ ତୁମେ ଜଗତର ସାହା ଭରଷା


ଯିଏ ଯାହା ଖୋଜିଥାଏ ପାଏନାହିଁ ତାହା
ଭାଗ୍ୟର ଲିଖନି ତୁମେ ଧରିଅଛ ମାଆ
ଯିଏ ଯାହା ଖୋଜିଥାଏ ପାଏନାହିଁ ତାହା
ଭାଗ୍ୟର ଲିଖନି ତୁମେ ଧରିଅଛ ମାଆ
ସୁଖ ଦୁଃଖ ତୁମ ଦାନ ତୁମରି କରୁଣା
ସୁଖ ଦୁଃଖ ତୁମ ଦାନ ତୁମରି କରୁଣା
ଉଡାଇ ଦେଉଳେ ପରା
ତୁମରି ଅନ୍ତର ସିନା ଅଦେଖା ଅଜଣା
ମାଆ ତୁମେ ଜଗତର ସାହା ଭରଷା


ସବୁ ଦେଖୁଅଛ ତୁମେ ପାଖେ ପାଖେ ରହି
 ମଣିଷ ପାପ ପୁଣ୍ୟ ଯାହା କରୁଥାଇ
ସବୁ ଦେଖୁଅଛ ତୁମେ ପାଖେ ପାଖେ ରହି
ଏ ମଣିଷ ପାପ ପୁଣ୍ୟ ଯାହା କରୁଥାଇ
କରି କରାଉଛ ସବୁ ସବୁ ତ ତୁମର
କରି କରାଉଛ ସବୁ ସବୁ ତ ତୁମର
କ୍ଷମାର ସାଗର ତୁମେ ଜନନୀ ଆମର
ଆହା କି ସୁନ୍ଦର
ମାଆ ତୁମେ ଜଗତର ସାହା ଭରଷା

ମାଆ ତୁମେ ଜଗତର ସାହା ଭରଷା
କହିକି ପାରିବ ସତେ
କାହାକୁ କନ୍ଦାଇ କାହିଁ କାହାକୁ ହସାଅ
ମାଆ ତୁମେ ଜଗତର ସାହା ଭରଷା
ମାଆ ତୁମେ ଜଗତର ସାହା ଭରଷା

Maa Tume Jagatara Saha Bharasa Odia Song Lyrics In Odia Font


Thank You

Comments

Unknown said…
Thankyou so much Bhai