Jhulre Nitai Jhul Odia Song Lyrics In Odia Font

ODIA SONG LYRICS

ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ

Jhulre Nitai Jhul Odia Song Lyrics In Odia Font

ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ
ହୋଇଚି ସେ ଗୁଲୁଗୁଲୁ ଗୋରା ଚାନ୍ଦ ମୋର
ହୋଇଚି ସେ ଗୁଲୁଗୁଲ


ଝୁଲରେ...ଝୁଲରେ...
ଝୁଲରେ...ହୋ ହୋ ଝୁଲରେ...
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ...
ହୋଇଚି ସେ ଗୁଲୁଗୁଲୁ ଗୋରା ଚାନ୍ଦ ମୋର
ହୋଇଚି ସେ ଗୁଲୁଗୁଲୁ
ଝୁଲରେ...ଝୁଲରେ...
ଝୁଲରେ...ହୋ ହୋ ଝୁଲରେ...
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ


ଗୋରା ଚାନ୍ଦ ମୋର କେଡେ ସୁନ୍ଦର
ଗଳେ ଶୋଭା ପାଏ ତୁଳସୀ ମାଳ
ନାମ ପ୍ରେମ ରସେ ହୁଏ ବିଭୋର
ସଭିଙ୍କୁ କରଇ ସଂସାରୁ ପାର
ହୋ ଗୋରା ଚାନ୍ଦ ମୋର କେଡେ ସୁନ୍ଦର
ଗଳେ ଶୋଭା ପାଏ ତୁଳସୀ ମାଳ
ନାମ ପ୍ରେମ ରସେ ହୁଏ ବିଭୋର
ସଭିଙ୍କୁ କରଇ ସଂସାରୁ ପାର
ନାଚୁଚି ଗାଉଚି ନାଚି ନଚାଉଚି
ନାଚୁଚି ଗାଉଚି ନାଚି ନଚାଉଚି...
ହାଁ ନବ ଦୀପ ହୁଲୁସ୍ତୁଲ ଗୋରା ଚାନ୍ଦ ମୋର
ନବ ଦୀପ ହୁଲୁସ୍ତୁଲ
ଝୁଲରେ...ଝୁଲରେ...
ଝୁଲରେ...ହୋ ହୋ ଝୁଲରେ...
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ


ତରାଟି ଚାହାଁନ୍ତି ନଦିଆ ବାସୀ
ନବ ଚାନ୍ଦ ମୋର ଦିଅନ୍ତି ହସି
ହାଁ ହରିବୋଲ ଦିଅ ଭକତ ବାସୀ
ହୁଳହୁଳି ଦିଅ ମାଆ ମାଉସୀ
ତରାଟି ଚାହାଁନ୍ତି ନଦିଆ ବାସୀ
ନବ ଚାନ୍ଦ ମୋର ଦିଅନ୍ତି ହସି
ହରିବୋଲ ଦିଅ ଭକତ ବାସୀ
ହୁଳହୁଳି ଦିଅ ମାଆ ମାଉସୀ
ହରିବୋଲ ଦିଅ ହୁଳହୁଳି ଦିଅ
ହରିବୋଲ ଦିଅ ହୁଳହୁଳି ଦିଅ
ବସନ୍ତ ବାଆ ସୁଲୁସୁଲୁ ଗୋରା ଚାନ୍ଦ ମୋର
ବସନ୍ତ ବାଆ ସୁଲୁସୁଲୁ

ଝୁଲରେ...ଝୁଲରେ...
ଝୁଲରେ...ହୋ ହୋ ଝୁଲରେ...
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ ହୋ...
ହୋଇଚି ସେ ଗୁଲୁଗୁଲୁ ଗୋରା ଚାନ୍ଦ ମୋର
ହୋଇଚି ସେ ଗୁଲୁଗୁଲୁ
ହୋଇଚି ସେ ଗୁଲୁଗୁଲୁ ଗୋରା ଚାନ୍ଦ ମୋର
ହୋଇଚି ସେ ଗୁଲୁଗୁଲୁ
ହୋଇଚି ସେ ଗୁଲୁଗୁଲୁ ଗୋରା ଚାନ୍ଦ ମୋର
ହୋଇଚି ସେ ଗୁଲୁଗୁଲୁ
ହୋଇଚି ସେ ଗୁଲୁଗୁଲୁ ଗୋରା ଚାନ୍ଦ ମୋର
ହୋଇଚି ସେ ଗୁଲୁଗୁଲୁ
ହରିବୋଲ ଦିଅ ହୁଳହୁଳି ଦିଅ
ହରିବୋଲ ଦିଅ ହୁଳହୁଳି ଦିଅ
ବସନ୍ତ ବାଆ ସୁଲୁସୁଲୁ ଗୋରା ଚାନ୍ଦ ମୋର
ବସନ୍ତ ବାଆ ସୁଲୁସୁଲୁ

ଝୁଲରେ...ଝୁଲରେ...
ଝୁଲରେ...ହୋ ହୋ ଝୁଲରେ...
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲରେ ନିତାଇ ଝୁଲ
ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ
ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ ହୋ...
ହୋଇଚି ସେ ଗୁଲୁଗୁଲୁ ଗୋରା ଚାନ୍ଦ ମୋର
ହୋଇଚି ସେ ଗୁଲୁଗୁଲୁ
ହୋଇଚି ସେ ଗୁଲୁଗୁଲୁ ଗୋରା ଚାନ୍ଦ ମୋର
ହୋଇଚି ସେ ଗୁଲୁଗୁଲୁ
ହୋଇଚି ସେ ଗୁଲୁଗୁଲୁ ଗୋରା ଚାନ୍ଦ ମୋର
ହୋଇଚି ସେ ଗୁଲୁଗୁଲୁ
ହୋଇଚି ସେ ଗୁଲୁଗୁଲୁ ଗୋରା ଚାନ୍ଦ ମୋର
ହୋଇଚି ସେ ଗୁଲୁଗୁଲୁ
Jhul re Nitai Jhul Odia Song Lyrics In Odia Font

Thank You

Comments