Bhaji Bhaji To Nama Odia Song Lyrics In Odia Font

ODIA SONG LYRICS

ଭଜି ଭଜି ତୋ ନାମ ଚକାନୟନ
ମୋର ଯାଉ ଜୀବନ ପ୍ରଭୁ

Bhaji Bhaji To Nama Chakanayana Odia Song Lyrics In Odia Font

ଭଜି ଭଜି ତୋ ନାମ ଚକାନୟନ
ମୋର ଯାଉ ଜୀବନ ପ୍ରଭୁ
ଦିନେ ନ ଦେଖିଲେ ତୋ କଳାବଦନ
ମୋର ସରେନି ଦିନ
ଦିନେ ନ ଦେଖିଲେ ତୋ କଳାବଦନ
ମୋର ସରେନି ଦିନ
ଭଜି ଭଜି ତୋ ନାମ ଚକାନୟନ
ମୋର ଯାଉ ଜୀବନ ପ୍ରଭୁ
ଦିନେ ନ ଦେଖିଲେ ତୋ କଳାବଦନ
ମୋର ସରେନି ଦିନ
ଦିନେ ନ ଦେଖିଲେ ତୋ କଳା ବଦନ
ମୋର ସରେନି ଦିନ


ଏହି ପରାଣ ବିକି ଦେଇଛି ତୋତେ
ମୋହରି ହାନି ଲାଭ ସବୁ ତୋ ହାତେ
ଏହି ପରାଣ ବିକି ଦେଇଛି ତୋତେ
ମୋହରି ହାନି ଲାଭ ସବୁ ତୋ ହାତେ
ଗଳାର ମାଳି ମୋର ରଙ୍କୁଣୀ ଧନ
ପର କରିବୁ ନାହିଁ ତୋତେ ମୋ ରାଣ
ମୋର ଯିବ ଜୀବନ
ଭଜି ଭଜି ତୋ ନାମ ଚକାନୟନ
ମୋର ଯାଉ ଜୀବନ ପ୍ରଭୁ
ଦିନେ ନ ଦେଖିଲେ ତୋ କଳାବଦନ
ମୋର ସରେନି ଦିନ
ଦିନେ ନ ଦେଖିଲେ ତୋ କଳା ବଦନ
ମୋର ସରେନି ଦିନ


ଧନ ସମ୍ପତ୍ତି ମୋର ହୋଇବ କିଶ
ଲୋଡ଼ା ନାହିଁ ତ ମୋର ସରଗ ବାସ
ଧନ ସମ୍ପତ୍ତି ମୋର ହୋଇବ କିଶ
ଲୋଡ଼ା ନାହିଁ ତ ମୋର ସରଗ ବାସ
ହାତ ପକେଇ ମାଗି ଖାଇବି ତୋର
ମନ ଖୁସିରେ ମହାପ୍ରସାଦ ଅନ୍ନ
ମୋର ଯିବ ଜୀବନ
ଭଜି ଭଜି ତୋ ନାମ ଚକାନୟନ
ମୋର ଯାଉ ଜୀବନ ପ୍ରଭୁ
ଦିନେ ନ ଦେଖିଲେ ତୋ କଳାବଦନ
ମୋର ସରେନି ଦିନ
ଦିନେ ନ ଦେଖିଲେ ତୋ କଳାବଦନ
ମୋର ସରେନି ଦିନ

ଭଜି ଭଜି ତୋ ନାମ ଚକାନୟନ
ମୋର ଯାଉ ଜୀବନ ପ୍ରଭୁ
ଦିନେ ନ ଦେଖିଲେ ତୋ କଳାବଦନ
ମୋର ସରେନି ଦିନ
ଦିନେ ନ ଦେଖିଲେ ତୋ କଳାବଦନ
ମୋର ସରେନି ଦିନ
ଦିନେ ନ ଦେଖିଲେ ତୋ କଳାବଦନ
ମୋର ସରେନି ଦିନ

Bhaji Bhaji To Nama Chakanayana Odia Song Lyrics In Odia Language


Thank You


Comments