He Chaka Nayana Odia Song Lyrics In Odia Font

ODIA SONG LYRICS

ହେ...ଚକା ନୟନ....
ଅଗତିର ଗତି ଦିନ ଦୁଃଖ ନାଶନ

He Chaka Nayana Odia Song Lyrics In Odia Font

ହେ...ଚକା ନୟନ....
ଅଗତିର ଗତି ଦିନ ଦୁଃଖ ନାଶନ

ହେ ଚକା ନୟନ...
ଅଗତିର ଗତି ଦିନ ଦୁଃଖ ନାଶନ
ହେ ଚକା ନୟନ...
ଅଗତିର ଗତି ଦିନ ଦୁଃଖ ନାଶନ
ପତିତ ପାବନ ବୋଲି
ପତିତ ପାବନ ବୋଲି
ପତିତ ପାବନ ବୋଲି ଉଡେ କେତନ
ହେ ଚକା ନୟନ...
ଅଗତିର ଗତି ଦିନ ଦୁଃଖ ନାଶନ


ବସିଛ ଠାକୁରେ ଗମ୍ଭୀରା ଭିତରେ
ବସିଛ ଠାକୁରେ ଗମ୍ଭୀରା ଭିତରେ
ରତନ ବେଦିରେ ନୀଳ କନ୍ଦରରେ
ମେଘକୁ ଛୁଁଉଚି ଯା'ର
ମେଘକୁ ଛୁଁଉଚି ଯା'ର ଉଚ୍ଚା ମଥାନ
ହେ ଚକା ନୟନ...
ଅଗତିର ଗତି ଦିନ ଦୁଃଖ ନାଶନ


କେତେ ଜଣା କରେ ବାଜୁନି କାନରେ
କେତେ ଜଣା କରେ ବାଜୁନି କାନରେ
ଦୁଃଖେ ସଢ଼ି ମରେ ସିଂହ ଦୁଆରରେ
ଉଡ଼ିଲା ଫାକାସି ମୋର
ଉଡ଼ିଲା ଫାକାସି ମୋର ହଜିଲା ଜ୍ଞାନ
ହେ ଚକା ନୟନ...
ଅଗତିର ଗତି ଦିନ ଦୁଃଖ ନାଶନ


ଚନ୍ଦନ ଅର୍ଗଳି ବାସେ ମୁହିଁ ଚଳି
ଚନ୍ଦନ ଅର୍ଗଳି ବାସେ ମୁହିଁ ଚଳି
ନ ପାରିଲି ଗାଳି ଏତିକି ମୋ ଅଳି
ନୀଳଚକ୍ର ଚାହିଁ ଯାଉ
ନୀଳଚକ୍ର ଚାହିଁ ଯାଉ ଏ ଛାର ଜୀବନ
ହେ ଚକା ନୟନ...
ଅଗତିର ଗତି ଦିନ ଦୁଃଖ ନାଶନ

ପତିତ ପାବନ ବୋଲି
ପତିତ ପାବନ ବୋଲି
ପତିତ ପାବନ ବୋଲି ଉଡେ କେତନ
ହେ ଚକା ନୟନ...
ଅଗତିର ଗତି ଦିନ ଦୁଃଖ ନାଶନ
ହେ ଚକା ନୟନ...
ଅଗତିର ଗତି ଦିନ ଦୁଃଖ ନାଶନ
ଅଗତିର ଗତି ଦିନ ଦୁଃଖ ନାଶନ
ଅଗତିର ଗତି ଦିନ ଦୁଃଖ ନାଶନ

He Chaka Nayana Odia Song Lyrics In Odia Language


Thank You


Comments