Jagatara Natha Odia Song Lyrics In Odia Font

ODIA SONG LYRICS

ଜଗତର ନାଥ ଆହେ ଜଗନ୍ନାଥ
ଭକତ ଧନ ଭାବଗ୍ରାହୀ

Jagatara Natha Ahe Jagannatha Odia Song Lyrics In Odia Font

ଜଗତର ନାଥ ଆହେ ଜଗନ୍ନାଥ
ଭକତ ଧନ ଭାବଗ୍ରାହୀ
ହଜିଯାଏ ମୁଁ ଯେ ମଜିଯାଏ ମୁଁ ଯେ
ଶ୍ରୀମୁଖ ମାଧୁରୀକି ଚାହିଁ
ଜଗତର ନାଥ ଆହେ ଜଗନ୍ନାଥ
ଭକତ ଧନ ଭାବଗ୍ରାହୀ


ନାଚୁ ତୁମ ରୂପ ନୟନେ ମୋ ନିତି
ତୁମ ନାମ ଜପି ଦିନ ଯାଉ ବିତି
ନାଚୁ ତୁମ ରୂପ ନୟନେ ମୋ ନିତି
ତୁମ ନାମ ଜପି ଦିନ ଯାଉ ବିତି
ତୁମ ଚଉବାହା ଭକତର ସାହା
ନିଅ ମୋ ପରାଣ ମୋହି
ଜଗତର ନାଥ ଆହେ ଜଗନ୍ନାଥ
ଭକତ ଧନ ଭାବଗ୍ରାହୀ
ହଜିଯାଏ ମୁଁ ଯେ ମଜିଯାଏ ମୁଁ ଯେ
ଶ୍ରୀମୁଖ ମାଧୁରୀକି ଚାହିଁ


ଯାହା ମୁଁ ଦେଖୁଛି ସବୁ ତ ତୁମର
କି ଦେଇ ପୂଜିବି କିଛି ନୁହେଁ ମୋର
ଯାହା ମୁଁ ଦେଖୁଛି ସବୁ ତ ତୁମର
କି ଦେଇ ପୂଜିବି କିଛି ନୁହେଁ ମୋର
ଏ ଜଗତ ସାରା ତୁମ ଖେଳ ପରା
ତୁମେ ହିଁ ଜଗତ ସାଇଁ
ଜଗତର ନାଥ ଆହେ ଜଗନ୍ନାଥ
ଭକତ ଧନ ଭାବଗ୍ରାହୀ
ହଜିଯାଏ ମୁଁ ଯେ ମଜିଯାଏ ମୁଁ ଯେ
ଶ୍ରୀମୁଖ ମାଧୁରୀକି ଚାହିଁ

Jagatara Natha Ahe Jagannatha Odia Song Lyrics In Odia Font


Thank You

Comments