Kalia To Kala Kala Odia Song Lyrics In Odia Font

ODIA SONG LYRICS

କାଳିଆ ତୋ କଳା କଳା ଡୋଳାକୁ ଚାହିଁ

Kalia To Kala Kala Odia Song Lyrics In Odia Font

କାଳିଆ ତୋ କଳା କଳା ଡୋଳାକୁ ଚାହିଁ
କାଳିଆ ତୋ କଳା କଳା ଡୋଳାକୁ ଚାହିଁ
ଆଖିରୁ ଆନନ୍ଦେ ଲୁହ
ଆଖିରୁ ଆନନ୍ଦେ ଲୁହ ଯାଉଚି ବହି
କାଳିଆ ତୋ କଳା କଳା ଡୋଳାକୁ ଚାହିଁ
କାଳିଆ ତୋ କଳା କଳା ଡୋଳାକୁ ଚାହିଁ


ତୋ ରଙ୍ଗ ଅଧରୁ ହସ ପଡ଼ୁଛି ଝରି
ବାହୁରେ ଦୟଣା ଝୁଲେ କେରିକି କେରି
ତୋ ରଙ୍ଗ ଅଧରୁ ହସ ପଡ଼ୁଛି ଝରି
ବାହୁରେ ଦୟଣା ଝୁଲେ କେରିକି କେରି
ତୋ ପାଦ ପଦ୍ମକୁ ଦେଖି
ତୋ ପାଦ ପଦ୍ମକୁ ଦେଖି ଚିତ୍ତ ମୋ ବାଇ
କାଳିଆ ତୋ କଳା କଳା ଡୋଳାକୁ ଚାହିଁ
କାଳିଆ ତୋ କଳା କଳା ଡୋଳାକୁ ଚାହିଁ


ଘଡିକି ଘଡିକି ତୋର ବଦଳେ ବେଶ...
କେବେ ତୁ ସାମନ୍ତ ପୁଣି କେବେ ତୁ ଦାସ
ଘଡିକି ଘଡିକି ତୋର ବଦଳେ ବେଶ...
କେବେ ତୁ ସାମନ୍ତ ସାଜୁ କେବେ ତୁ ଦାସ
ତୋ ଦାସିଆ ଦାସ ପରି
ତୋ ଦାସିଆ ଦାସ ପରି ନେ କୋଳେଇ
କାଳିଆ ତୋ କଳା କଳା ଡୋଳାକୁ ଚାହିଁ
କାଳିଆ ତୋ କଳା କଳା ଡୋଳାକୁ ଚାହିଁ
ଆଖିରୁ ଆନନ୍ଦେ ଲୁହ
ଆଖିରୁ ଆନନ୍ଦେ ଲୁହ ଯାଉଚି ବହି
କାଳିଆ ତୋ କଳା କଳା ଡୋଳାକୁ ଚାହିଁ
କାଳିଆ ତୋ କଳା କଳା ଡୋଳାକୁ ଚାହିଁ
କାଳିଆ ତୋ କଳା କଳା ଡୋଳାକୁ ଚାହିଁ
କାଳିଆ ତୋ କଳା କଳା ଡୋଳାକୁ ଚାହିଁ

Kalia To Kala Kala Dolaku Chahin Odia Song Lyrics In Odia Language


Thank You


Comments